Viral Video
Viral Video: ଗାଁ ଦାଣ୍ତ ମଝିରେ ଏମିତି କିଛି କଲେ ଅଭିନେତ୍ରୀ ବିଶ୍ବରୂପା, ଭାଇରାଲ୍ ହେଲା ଏହି ଭିଡିଓ
Odia actress biswarupa rout viral video 22 February 2025
Feb 22,2025, 13:13 PM IST
Weekly Special Horoscope
Weekly Special Horoscope: ଫେବୃଆରୀର ଚତୁର୍ଥ ସପ୍ତାହ କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ, ଜାଣନ୍
Weekly Special Horoscope From February 24 To 2 March 2025: ଆରମ୍ଭ ହେବାକୁ ଯାଉଛି ଫେବୃଆରୀର ଶେଷ ସପ୍ତାହ। ନୂଆ ସପ୍ତାହରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ଗଠନ ହେବାକୁ ଯାଉଛି। ଏହି ଯୋଗର ଶୁଭ ପ୍ରଭାବ କିଛି ରାଶିଙ୍କ ଉପରେ ପ୍ରଭାବ ପକାଇବ। କିଛି ରାଶିଙ୍କୁ ଶୁଭଫଳ ମିଳିବାକୁ ଥିବା ବେଳେ ଆଉ କିଛି ରାଶିଙ୍କୁ ସତର୍କତାର ସହ ଚଳିବାକୁ ପଡିବ। ତେବେ, ଆସନ୍ତୁ ଜାଣିବା ଆଗାମୀ ସପ୍ତାହ ୧୨ ରାଶିଙ୍କ ପାଇଁ କିଭଳି ରହିବ। ପଢନ୍ତୁ ସାପ୍ତାହିକ ସ୍ପେଶାଲ୍ ରାଶିଫଳ..
Feb 22,2025, 12:36 PM IST
Viral Video: ବିଲ ମଝିରୁ ଭାଇରାଲ୍ ହେଲା ଅଭିନେତ୍ରୀ କାବେରୀଙ୍କ ଏହି ଭିଡିଓ, ଦେଖନ୍ତୁ...
Viral Video: ଯାତ୍ରା ଅଭିନେତ୍ରୀ କାବେରୀ। ତାଙ୍କର ଅଭିନୟର ଯାଦୁ ଲୋକଙ୍କୁ ବାନ୍ଧି ରଖେ। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ବିଲ ମଝିରୁ ଅଭିନେତା ଗୌରା ଦାଶଙ୍କ ସହ ଭାଇରାଲ୍ ହୋଇଛି। ଦେଖନ୍ତୁ...
Feb 22,2025, 11:26 AM IST
ବିବାହ ବନ୍ଧନରେ ବାନ୍ଧି ହେଲେ 'ତୁ ମୋ ଆଖିର ତାରା'ର ଅଭିନେତା ଦେବ୍, ଭାଇରାଲ୍ ହେଲା ଭିଡିଓ
Viral Video: ଅଭିନେତା ଦେବ୍ ମହାନ୍ତି। 'ତୁ ମୋ ଆଖିର ତାରା' ମେଗା ଧାରାବହିକରେ ତାଙ୍କୁ ଲିଡ୍ ରୋଲ୍ ରେ ଦେଖିବାକୁ ମିଳେ। ତେବେ, ନିକଟରେ ଦେବଙ୍କ ବିବାହ ହୋଇଛି। ମଡେଲ୍ ନନ୍ଦିତା ମଲ୍ଲିକଙ୍କୁ ବିବାହ କରିଛନ୍ତି। ବେଶ୍ ଧୁମଧାମରେ ଉଭୟଙ୍କ ବିବାହ ହୋଇଛି। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ...
Feb 22,2025, 10:52 AM IST
Gold rate today
Gold Rate Today: ସପ୍ତାହ ଶେଷରେ ସୁନା ଦର ବୃଦ୍ଧି, ଭରି ପିଛା ଏତେ ଶହ ଟଙ୍କା ବଢିଲା ରେଟ୍
Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ ଖବର। ସପ୍ତାହ ଶେଷରେ ପୁଣି ବଢିଲା ସୁନା ରେଟ୍। ଗତକାଲି ସୁନା ଦର ବୃଦ୍ଧି ହୋଇଥିବା ବେଳେ ଆଜି ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରିଛନ୍ତି। ତେବେ, ଏହି ଖବରଟା ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ,ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍।...
Feb 22,2025, 10:14 AM IST
Prakruti Mishra Video
ପୁଣି ଥରେ ଅଭିନେତା ବାବୁଶାନଙ୍କ ପ୍ରେମରେ ପଡିଲେ କି ପ୍ରକୃତି? ଭାଇରାଲ୍ ହେଲା ଏହି ଭିଡିଓ
Prakruti Mishra Video: ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର। ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିବା ପ୍ରକୃତି ଆଜି ଜଣେ ଆଗଧାଡିର ନାୟିକା। ଏକାଧିକ ଫିଲ୍ମ ଓ ସିରିୟଲରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିଛନ୍ତି। ତେବେ, ଏହାରି ଭିତରେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ୍ ହେବାରେ ଲଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ସେ ଏକ ଗୀତ ଗାଇଛନ୍ତି। ସେ ଏହି ଗୀତଟି ବାବୁଶାନ୍ ଙ୍କୁ ମନେ ପକାଇ ଗାଇଥିବା ଚର୍ଚ୍ଚା ଜୋର ଧରୁଛି। ଦେଖନ୍ତୁ ଏହି ଭିଡିଓ...
Feb 22,2025, 9:26 AM IST
road accident
Road Accident: ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା OSRTC ବସ୍, ୨୦ ଆହତ
Road Accident: ଅଶୁଭ ଶନିବାର! ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଓଏସଆରସିଟିସି ବସ୍। ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ବେଳେ କେହି ମୃତାହତ ହୋଇ ନଥିବା ଜଣାପଡିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Feb 22,2025, 9:10 AM IST
Mangal Alati
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Mangal Alati of Sri Jagannath: କୋଟି ଓଡିଆଙ୍କ ମଉଡ ମଣି ଜଗତର ନାଥ ଜଗନ୍ନାଥ ଶ୍ରୀ ଜଗନ୍ନାଥ । ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ରାତି ୨ଟା ୫ ମିନିଟ୍ ସମୟରେ ହୋଇଛି। ଏବଂ ପରେ, ପତିତପାବନଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ ମଧ୍ୟ ହୋଇଛି। ସକାଳୁ ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
Feb 22,2025, 8:26 AM IST
top 10 news today
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Feb 22,2025, 8:11 AM IST
shani gochar 2025
Shani Gochar 2025: ଫେବୃଆରୀ ୨୭ରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ଫିଟିବ ୫ରାଶିଙ୍କ ଭାଗ୍ୟ ;ବ୍ୟ
Shani Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଆସନ୍ତା ଫେବୃଆରୀ ୨୭ ତାରିଖ ସକାଳ ୭ଟା ୪୦ ମିନିଟ୍ ସମୟରେ ଶନିଦେବ ଶତାବିଷ ନକ୍ଷତ୍ରରୁ ପୂର୍ବଭଦ୍ରା ନକ୍ଷତ୍ରକୁ ଚଳନ କରିବେ। ସେହି ଦିନ ଫାଲଗୁନ୍ ଅମାବାସ୍ୟା ପଡୁଛି। ଫାଲଗୁନ ଅମାବାସ୍ୟାରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଦୁର୍ଲଭ ଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ଯୋଗ କିଛି ରାଶି ପାଇଁ ବରଦାନ ପାଲଟିବ। ଯଦି ଜାତକ ବା ରାଶିରେ ଶନିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଧନୀ ହେବା ସହିତ ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...
Feb 22,2025, 8:03 AM IST
weather update
Weather Update: ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷିବ! ବିଜୁଳି ଘଡ଼ଘଡି଼ ନେଇ ସତର୍କତା ଜାରି
Weather Update: ରାଜ୍ୟରେ ଏବେ ଜାରି ରହିଛି ବର୍ଷା। ଆଜି ୪ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଭଦ୍ରକ, ମୟୂରଭଂଜ,କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡି଼ ସହ ବର୍ଷା ହୋଇପାରେ। ୪୦ ରୁ ୫୦ କିମି ବେଗରେ ପବନ ବହିପାରେ। ଏଥିପାଇଁ ୪ ଜିଲ୍ଲାକୁ ଅରେଜଂ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ।
Feb 22,2025, 6:47 AM IST
Today Horoscope
Today Horoscope: ଗାଡି଼ ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ଏହିସବୁ ରାଶି! ଜାଣନ୍ତୁ ଆପଣଙ୍
Horoscope Today 22 February 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଫେବୃଆରୀ ୨୨ ହେଉଛି ଶନିବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
Feb 22,2025, 6:04 AM IST
Viral Video: ରୁମ୍ ଭିତରେ କାହା ସହ ମସ୍ତି କରୁଛନ୍ତି ଯାତ୍ରା ଅଭିନେତ୍ରୀ କାବେରୀ? ଦେଖନ୍ତୁ ଭାଇର
Viral Video: ଯାତ୍ରୀ ଅଭିନେତ୍ରୀ କାବେରୀ। ମଞ୍ଚରେ ତାଙ୍କର ଅଭିନୟ ସହ ଦମଦାର୍ ଡାଇଲଗ୍ ଲୋକଙ୍କ ମନ କିଣନ୍ତି। ବୋବାଲିଆ ଡାନ୍ସ କରି ଦର୍ଶକଙ୍କ ହୃଦୟ କିଣନ୍ତି। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ରୁମ୍ ଭିତରୁ ଭାଇରାଲ ହୋଇଛି। ଦେଖନ୍ତୁ... ରୁମ୍ ଭିତରେ ସେ କାହା ସହ ମସ୍ତି କରୁଛନ୍ତି...
Feb 21,2025, 13:13 PM IST
Rani Panda Viral Video
ପୁଣି ଥରେ ବଙ୍ଗୀୟ ରିତିନୀତିରେ ବିବାହ କଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା! ଦେଖନ୍ତୁ ଭିଡିଓ
Rani panda Viral Video: ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା। ଗତ କିଛିଦିନ ହେବ ପୁଣି ଥରେ ସେ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ଅସୁସ୍ଥ ହୋଇପଡିଥିଲେ। ହେଲେ ଜଗନ୍ନାଥଙ୍କ ଦୟାରୁ ସେ ଆରୋଗ୍ୟ ଲାଭ କରିଛନ୍ତି। ଖଣ୍ତଗିରି ଯାତ୍ରା ମଞ୍ଚରେ ମଧ୍ୟ ନାଟକ ପରିବେଷଣ କରିଛନ୍ତି। ତେବେ, ଏ-ହାରି ଭିତରେ ତାଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ରାଣୀ ବଙ୍ଗୀୟ ପରମ୍ପରା ଅନୁଯାୟୀ ବିବାହ କରିଥିବା ଚର୍ଚ୍ଚା ହେଉଛି। ତେବେ, ରାଣୀଙ୍କ ବିବାହ କେତେ ସତ କେତେ ମିଛ ତାହା ଏ-ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।...
Feb 21,2025, 12:52 PM IST
Chandra Ketu Yuti 2025
Chandra Ketu Yuti 2025: ଏହିସବୁ ରାଶିଙ୍କ ଉପରେ ରହିବ ଚନ୍ଦ୍ର-କେତୁଙ୍କ ଶୁଭ ଦୃଷ୍ଟି, ବର୍ଷ ତମା
Chandra Ketu Yuti 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏ-ହି କ୍ରମରେ ଆସନ୍ତା ମେ ୧୮ ତାରିଖ ସଂନ୍ଧ୍ୟା ୪ ଟା ୩୦ ମିନିଟ୍ ସମୟରେ କେତୁ ସିଂହ ରାଶିକୁ ଚଳନ କରିବାକୁ ଥିବା ବେଳେ ଚନ୍ଦ୍ର ସେହି ରାଶିକୁ ୧ ଜୁନ୍ ରାତି ୯ଟା ୩୬ ମିନିଟ୍ ସମୟରେ ଗୋଚର କରିବେ। ଗୋଟିଏ ରାଶିରେ ୨ ଗ୍ରହଙ୍କ ଶୁଭ ମିଳନ ଚନ୍ଦ୍ର କେତୁ ୟୁତି ବା ଦୁର୍ଲଭ ଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ଯୋଗ କିଛି ରାଶି ପାଇଁ ବରଦାନ ପାଲଟିବ। ଯଦି ଜାତକରେ ଚନ୍ଦ୍ର ଓ କେତୁଙ୍କ ସ୍ଥିତି ମଜବୁତ୍ ରୁହେ, ତେବେ ବ୍ୟକ୍ତି ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବା ସହିତ ସୁଖ-ସମୃଦ୍ଧି ପ୍ରାପ୍ତ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଚନ୍ଦ୍ର ଓ କେତୁ କେଉଁ ସବୁ ରାଶିଙ୍କୁ ମାଲାମାଲ୍ କରିବାକୁ ଯାଉଛନ୍ତି।...
Feb 21,2025, 12:10 PM IST
Viral Video: ଏହି ବାବାଙ୍କ ସହ ଭାଇରାଲ୍ ହେଲା କାରଖାନା ଭାଉଜଙ୍କ ଭିଡିଓ, ଦେଖନ୍ତୁ
Viral Video: ପୁଣି ଚର୍ଚ୍ଚାରେ କାରଖାନା ଭାଉଜ। କାରଖାନା ଖାଦ୍ୟ ଷ୍ଟଲ୍ ଚଲାଉଥିବା ଦୁଇ ଯାଆ ହେଉଛନ୍ତି ନେହା ଓ ରଶ୍ମିତା । ଉଭୟଙ୍କ ହାତରନ୍ଧା ଖାଦ୍ୟକୁ ଖୁବ୍ ପସନ୍ଦ କରୁଛନ୍ତି ରାଜଧାନୀବାସୀ। ତେବେ, ଏହାରି ଭିତରେ ତାଙ୍କର କାରଖାନା ଭାଉଜ( ନେହା)ଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି। ତାହା ପୁଣି ଜଣେ ବାବାଙ୍କ ସହ। ବାବା ହେଉଛନ୍ତି, ଶ୍ରୀ ଅନିରୁଦ୍ଧ ଆଚାର୍ଯ୍ୟ ଜି ମହାରାଜ୍। ଦେଖନ୍ତୁ ଏହି ଭିଡିଓ...
Feb 21,2025, 11:13 AM IST
INTERNATIONAL MOTHER LANGUAGE DAY
International Mother Language Day: ମାତୃଭାଷା ଦିବସରେ ଓଡ଼ିଆ ଭାଷାର ଅସ୍ତିତ୍ୱ ଚିନ୍ତା
International Mother Language Day: ରାଜ୍ୟରେ ଜନସଂଖ୍ୟା ବଢ଼ୁଛି, କିନ୍ତୁ ଓଡ଼ିଆ କହିବା, ଲେଖିବା ବା ପଢ଼ୁଥିବା ଲୋକଙ୍କ ସଂଖ୍ୟା ବଢ଼ୁଛି କି? ରାଜ୍ୟର ପ୍ରତି ସ୍କୁଲରେ ଅଷ୍ଟମ ଯାଏ ଓଡ଼ିଆ ଶିକ୍ଷା ବାଧ୍ୟତାମୂଳକ, କିନ୍ତୁ ଓଡ଼ିଆ ଉପନ୍ୟାସଟିଏ ପଢ଼ିବା ପାଇଁ କେତେ ଜଣ ଅଷ୍ଟମଶ୍ରେଣୀ ଛାତ୍ରଛାତ୍ରୀ ସମର୍ଥ ହେଉଛନ୍ତି? ରାଜ୍ୟ ସରକାର ଓଡ଼ିଆରେ ଶାସନ କାର୍ଯ୍ୟ ଚଳାଇବା ଲାଗି ଆଇନ କରିଛନ୍ତି, ହେଲେ ଆଜି କେତେଜଣ ବଡ଼ବାବୁ ଓଡ଼ିଆରେ ଫାଇଲ୍ ଲେଖୁଛନ୍ତି?
Feb 21,2025, 10:41 AM IST
Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର, ୬୭ ହଜାର ତଳେ ଭରି ପିଛା ମୂଲ୍ୟ
Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର। ଚଳିତ ସପ୍ତାହ ଆରମ୍ଭରୁ ସୁନାଦରରେ ବୃଦ୍ଧି ଦେଖିବାକୁ ମିଳୁଛି। ଆଜି ମଧ୍ୟ ସୁନାଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯାହା ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଛି। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?
Feb 21,2025, 10:22 AM IST
Elina Samantray Video
ଡାନ୍ସ ଓଡି଼ଶା ଡାନ୍ସ ମଞ୍ଚରୁ ଭାଇରାଲ୍ ହେଲା ଅଭିନେତ୍ରୀ ଏଲିନାଙ୍କ ଏହି ଭିଡିଓ, ଦେଖନ୍ତୁ
Elina Samantray Video: ଚୁଲବୁଲି ନାୟିକା ଏଲିନା ସାମନ୍ତ ରାୟ। ନିକଟରେ ନିଜ ପ୍ରେମିକ ଅନୁରାଗ ପଣ୍ତାଙ୍କୁ ବିବାହ କରିଛନ୍ତି। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ଡାନ୍ସ ଓଡି଼ଶା ଡାନ୍ସ ମଞ୍ଚରୁ ଭାଇରାଲ୍ ହୋଇଛି। ଯାହାକି ସୋସିଆଲ୍ ମିଡିଆରେ ନିଆଁ ଲଗାଇଛି।...
Feb 21,2025, 9:39 AM IST
ଏହି ଅଭିନେତାଙ୍କ ସହ ଟ୍ରାକ୍ଟର ଉପରେ କଣ କରୁଛନ୍ତି ମନୋଜ ମିଶ୍ରଙ୍କ ଦ୍ବିତୀୟ ସ୍ତ୍ରୀ ମମତା, ଦେଖନ୍
Viral Video: ଓଡିଆ ଅଭିନେତ୍ରୀ ମମତା ନନ୍ଦ। ଏକାଧିକ ସିରିୟଲ୍ ରେ ତାଙ୍କୁ ଦେଖିବାକୁ ମିଳିଛି। ନିକଟରେ ଅଭିନେତା ମନୋଜ ମିଶ୍ରଙ୍କୁ ବିବାହ କରିଥିଲେ। ଯାହାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ଥିଲେ। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି। ତାହା ପୁଣି ଛତିଶଗଡି ମ୍ୟୁଜିକ୍ ଭିଡିଓରେ ଦେଖନ୍ତୁ...
Feb 21,2025, 9:13 AM IST
Feb 21,2025, 8:52 AM IST
Sun Transit 2025
Sun Transit 2025: ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ, ଫିଟିବ ୫ରାଶିଙ୍କ ଭାଗ୍ୟ, ଟଙ୍କାବର୍ଷା ହେ
Sun Transit 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ମାର୍ଚ୍ଚ ୪ ତାରିଖରେ ସଂନ୍ଧ୍ୟା ୬ଟା ୪୮ ମିନିଟ୍ ସମୟରେ ଶତାବିଷ ନକ୍ଷତ୍ର ଛାଡି ପୂର୍ବଭାଦ୍ରପଦା ନକ୍ଷତ୍ରକୁ ଚଳନ କରିବେ। ସୂର୍ଯ୍ୟଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ରାଶି ଚକ୍ରରେ ଥିବା ୧୨ଟି ରାଶିଙ୍କ ଉପରେ ପ୍ରଭାବ ପକାଇବ। କେଉଁ ରାଶିଙ୍କୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ଯଦି ଜାତକ ବା ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ସୁଦୃଢ ରୁହେ, ତେବେ, ବ୍ୟକ୍ତି ଜଣକ ନିଜ ଜୀବନରେ ଅଗ୍ରଗତି କରିବା ସହିତ କ୍ୟାରିୟରେ ଅଭୁତ ପୂର୍ବ ସଫଳତା ପାଇଥାଏ। ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟଦେବ କେଉଁ ସବୁ ରାଶିକୁ ମାଲାମାଲ୍ କରିବାକୁ ଯାଉଛନ୍ତି।
Feb 21,2025, 8:25 AM IST
Matric Exam 2025
Matric Exam 2025: ଆଜିଠୁ ମାଟ୍ରିକ ପରୀକ୍ଷା, କପି ରୋକିବାକୁ ବ୍ୟାପକ ପ୍ରସ୍ତୁତି ;ପରୀକ୍ଷାର୍ଥୀଙ
Matric Exam 2025: ବୋର୍ଡ଼ ଦ୍ବାରା ପରିଚାଳିତ ମାଟ୍ରିକ୍ - ୨୦୨୫ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। ଯାହା ମାର୍ଚ୍ଚ ୬ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ ଓଡି଼ଆ ମାତୃଭାଷା ବିଷୟରୁ ପରୀକ୍ଷା ଆରମ୍ଭ ହେବ।
Feb 21,2025, 7:22 AM IST
Weather Update: ଏହିସବୁ ଜିଲ୍ଲାରେ ବିଜୁଳି-ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା, ୟେଲୋ ଆଲର୍ଟ
Weather Update: ଏବେ ରାଜ୍ୟରେ ଶୀତ ଦିନରେ ଚାଲିଛି ଖରା-ବର୍ଷାର ଲୁଚକାଳି ଖେଳ। ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟା ଭିତରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। କେତେକ ସ୍ଥାନରେ ପବନ ଓ କୁଆ ପଥର ବର୍ଷା ହୋଇଛି। ତେବେ, ଆଜି ମଧ୍ୟ ରାଜ୍ୟରେ କେତେକ ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି।
Feb 21,2025, 6:47 AM IST
Today Horoscope: କାହା ପାଇଁ ଶୁଭ ତ ଆଉ କାହା ପାଇଁ ଅଶୁଭ ରହିବ ଆଜିର ଦିନ,ଜାଣନ୍ତୁ ଆପଣଙ୍କ ପାଇଁ
Horoscope Today 21 February 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଫେବୃଆରୀ ୨୧ ହେଉଛି ଶୁକ୍ରବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
Feb 21,2025, 6:15 AM IST
ଫୁଲ ବଗିଚାରେ ନିଜ ଅଜାଙ୍କ ସହ ଏମିତି କିଛି ହରକତ୍ କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଦେଖନ୍ତୁ ଭିଡି
Prakruti Mishra Video: ପୁଣି ଚର୍ଚ୍ଚାରେ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର। ତାଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ପ୍ରକୃତି ମିଶ୍ର ନିଜ ଅଜାଙ୍କ ସହ ଏମିତି କିଛି ହରକତ୍ କରୁଛନ୍ତି। ତାହା ପୁଣି ଫୁଲ ବଗିଚା ଭିତରେ...ଦେଖନ୍ତୁ...
Feb 20,2025, 13:52 PM IST
rekha gupta
Rekha Gupta: ଶପଥ ନେଲେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ପରବେଶ ବର୍ମା ହେଲେ ଉପ ମୁଖ୍
Rekha Gupta: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା । ରାମଲୀଲା ମୈଦାନରେ ଭବ୍ୟ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମତେ ଗୃହମନ୍ତ୍ରୀ ଶାହ,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମନ୍ତ୍ରୀପରିଷଦର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।
Feb 20,2025, 13:17 PM IST
Gajkesari Rajyog 2025
Gajkesari Rajyog 2025: ହୋଲି ପୂର୍ବରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟୀଙ୍କ ସହ ଚାକିର
Gajkesari Rajyog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଆଆନ୍ତି। ଏହି କ୍ରମରେ ଦେବଗୁରୁ ବୃହସ୍ପତି ବର୍ତ୍ତମାନ ମେଷ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ମାନସିକ ଶାନ୍ତିର କାରକ ଚନ୍ଦ୍ର ମାର୍ଚ୍ଚ ୫ ତାରିଖ ସକାଳ ୮ଟା ୪୦ ମିନିଟ୍ ସମୟରେ ଚଳନ କରିବେ। ଗୋଟିଏ ରାଶିରେ ଦେବଗୁରୁ ବୃହସ୍ପତି ଓ ଚନ୍ଦ୍ରଙ୍କ ମିଳନ ଗଜକେଶରୀ ରାଜଯୋଗ ସୃଷ୍ଟି କରୁଛି। ହୋଲି ପୂର୍ବରୁ ଗଜକେଶରୀ ରାଜଯୋଗ କିଛି ରାଶିଙ୍କ ପାଇଁ ବରଦାନ ପାଲଟିବ। ଯଦି ଜାତକରେ ବୃହସ୍ପତି ଓ ଚନ୍ଦ୍ରଙ୍କ ସ୍ଥିତି ମଜବୁତ୍ ରହେ। ତେବେ, ବ୍ୟକ୍ତି ଅପାର ଧନ-ଐଶ୍ବର୍ଯ୍ୟର ଅଧିକାରୀ ହେବା ସହିତ କ୍ୟାରିୟରରେ ସଫଳତା ପାଇଥାଏ। ତେବେ, ଆସନ୍ତୁ ଜାଣିବା ଗଜକେଶରୀ ଯୋଗ କେଉଁ ସବୁ ରାଶିର ଭାଗ୍ୟ ଚମକାଇବାକୁ ଯାଉଛି...
Feb 20,2025, 12:23 PM IST
Road Accident: ଟ୍ରକକୁ ପଛପଟୁ ପିଟିଲା ବସ୍,ଘଟଣାସ୍ଥଳରେ ୮ ମୃତ, ଏକାଧିକ ଆହତ
Road Accident: ଏମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। କୁମ୍ଭ ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କାଦେଲା ବସ୍।
Feb 20,2025, 11:29 AM IST
varsha Priyadarshini video
କାହାକୁ ନିଜ ହାତରେ ପଖାଳ ଖୁଆଇ ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଦେଖନ୍ତୁ ଭିଡିଓ
Varsha Priyadarshini Video: ଓଡି଼ଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଏକାଧିକ ଫିଲ୍ମରେ ନିଜ ଅଭିନୟର ଜଲଓ୍ବା ଦେଖାଇଛନ୍ତି। ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ଓ୍ବାଇଫ୍ ପାଇଁ ସେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ତେବେ, ଏହାରି ଭିତରେ ତାଙ୍କର ଆଉ ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଦେଖନ୍ତୁ...
Feb 20,2025, 10:52 AM IST
Gold Rate Today: ନୂଆ ସୁନା ଦର ଜାରି, ୬୭ ହଜାର ତଳେ ଭରି ପିଛା ମୂଲ୍ୟ
Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର। ଗତ କିଛି ଦିନ ହେବ ସୁନାଦର ରେକର୍ଡ ଭାଙ୍ଗିବାରେ ଲାଗିଛି। ଯାହା ଗ୍ରାହକଙ୍କୁ ଟେନସନରେ ପକାଇଛି। ଆଜି ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?
Feb 20,2025, 10:11 AM IST
Asima Panda Viral Video
ସମୁଦ୍ର କୂଳରେ ଏହି ଯୁବକଙ୍କ ସହ ଏମିତି କିଛି କଲେ କଣ୍ଠଶିଳ୍ପୀ ଅସୀମା ପଣ୍ତ ,ଭାଇରାଲ୍ ହେଲା ଭିଡିଓ
Asima Panda Viral Video: ଓଡିଆ କଣ୍ଠଶିଳ୍ପୀ ଅସୀମା ପଣ୍ତା। ଏ-କାଧିକ ଓଡି଼ଆ ଫିଲ୍ମରେ ଗୀତ ଗାଇ ଲୋକଙ୍କ ମନ କିଣିଛନ୍ତି। ସୋସିଆଲ୍ ମିଡିଆରେ ସେ ବେଶ୍ ଆକ୍ଟିଭ୍। ତେବେ, ଏହାରି ତାଙ୍କର ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ସେ ସମୁଦ୍ର କୂଳରେ ଜଣେ ଯୁବକଙ୍କ ସହ ମସ୍ତି କରୁଛନ୍ତି। ଦେଖନ୍ତୁ ଏହି ଭିଡିଓ...
Feb 20,2025, 9:26 AM IST
ଫୁଲ ବଗିଚାରୁ ଭାଇରାଲ୍ ହେଲା ଯାତ୍ରା ଅଭିନେତ୍ରୀ ନିଶା ମହାରଣାଙ୍କ ଏହି ଭିଡିଓ, ଦେଖନ୍ତୁ...
Viral Video: ଓଡ଼ିଆ ଯାତ୍ରା ଅଭିନେତ୍ରୀ ନିଶା ମହାରଣା। ଓଡିଆ ଯାତ୍ରା ଜଗତର ଜଣାଶୁଣା ନାଁ। ଅଧିକାଂଶ ସମୟରେ ନିଶା ତାଙ୍କ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ଥାଆନ୍ତି। ତେବେ, ଏହାରି ଭିତରେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ୍ ହୋଇଛି। ତାହା ପୁଣି, ଫୁଲ ବଗିଚାରୁ ଦେଖନ୍ତୁ....
Feb 20,2025, 9:13 AM IST
Donald Trump
୩୫ ହଜାର କୋଟି ବରବାଦ କରି ୟୁକ୍ରେନ୍ ଯୁଦ୍ଧ ବାବଦରେ ଏମିତି କହିଲେ ଟ୍ରମ୍ପ
ନୂଆଦିଲ୍ଲୀ: ୟୁକ୍ରେନ- ଋଷ ଯୁଦ୍ଧ କେବେ ଜିତା ଯାଇପାରିବ ନାହିଁ। ୟୁକ୍ରେନର ଏକଛତ୍ରବାଦୀ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନ୍ସ୍କିଙ୍କ ଯୋଗୁ ଏ ଯୁଦ୍ଧ ଚାଲିଛି। ତାଙ୍କରି ଇଙ୍ଗିତରେ ଆମେରିକା ପ୍ରଶାସନ ୩୫୦ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୩୫ ହଜାର କୋଟି ଡଲାର ଖର୍ଚ୍ଚ କରିଛି। ଜେଲେନ୍ସ୍କିଙ୍କ ଏହି ଅହଙ୍କାର ଯୋଗୁ ଦେଶ ଛାରଖାର ହୋଇଛି ଲକ୍ଷଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।
Feb 20,2025, 8:50 AM IST
ଚୁଟକୀରେ ପଢନ୍ତୁ ସକାଳର ପ୍ରମୁଖ ଖବର...
Feb 20,2025, 8:34 AM IST
Feb 20,2025, 8:26 AM IST
Shani Rahu Yuti 2025
Shani Rahu Yuti 2025: ଏହିସବୁ ରାଶିଙ୍କ ଭାଗ୍ୟ ଉଜ୍ଜଳ କରିବେ ଶନି-ରାହୁ, ମିଳିବ ପୁଳା ପୁଳା ଟଙ୍
Shani Rahu Yuti 2025 Effects: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଛାୟା ଗ୍ରହ ରାହୁ ମୀନ ରାଶିରେ ବିରାଜମାନ ଅଛନ୍ତି। ଯେଉଁ ରାଶିକୁ ମାର୍ଚ୍ଚ ୨୯ ତାରିଖ ସକାଳ ୭ଟା ୪୦ ମିନିଟ୍ ସମୟରେ ଶନି ଚଳନ କରିବେ। ଗୋଟିଏ ରାଶିରେ ଶନି- ରାହୁଙ୍କ ମିଳନ ଦୁର୍ଲଭ ଯୋଗ ବା ଶନି ରାହୁ ୟୁତି ସୃଷ୍ଟି କରୁଛି। ଏହି ଦୁର୍ଲଭ ଯୋଗ କିଛି ରାଶି ପାଇଁ ବେଶ୍ ଶୁଭ ରହିବ। ଯଦି ଜାତକରେ ଶନି- ରାହୁଙ୍କ ସ୍ଥିତି ମଜବୁତ ଥାଏ। ତେବେ, ବ୍ୟକ୍ତି ଜୀବନରେ ଧନୀ ହେବା ସହିତ ସୁଖି ମଧ୍ୟ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଦିର୍ଘ ୩୦ ବର୍ଷ ପରେ ଶନି-ରାହୁଙ୍କ ମିଳନ କିଛି ରାଶିଙ୍କ ଭାଗ୍ୟ ଉଦୟ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...
Feb 20,2025, 8:00 AM IST
Rekha Gupta: ଆଜି ଶପଥ ନେବେ ବିଜେପି ଶାସିତ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ଯାହା ଆପଣ ଜାଣ
Rekha Gupta: ଆଜି ଶପଥ ନେବେ ବିଜେପି ଶାସିତ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା...
Feb 20,2025, 7:10 AM IST
Weather Update: ୩ ଦିନ ଯାଏଁ ଛେଚିବ, ଆଜି ଏହିସବୁ ଜିଲ୍ଲାରେ କୁଆପଥର ବର୍ଷା ସହ ବହିବ ୪୦-୫୦ କି
Weather Update: ରାଜ୍ୟରେ ବଦଳିବ ପାଣିପାଗର ମିଜାଜ୍ । ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ବିଶେଷକରି, ଉତ୍ତର ଓଡିଶା ଓ ଏହାର ପାଶ୍ବବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ଅଧିକ ଅଛି। ଆଜି ରାଜ୍ୟର ୨୨ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।
Feb 20,2025, 6:51 AM IST
Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁର
Horoscope Today 20 February 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଫେବୃଆରୀ ୨୦ ହେଉଛି ଗୁରୁବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
Feb 20,2025, 6:14 AM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.