Weekly Special Horoscope From February 24 To 2 March 2025: ଆରମ୍ଭ ହେବାକୁ ଯାଉଛି ଫେବୃଆରୀର ଶେଷ ସପ୍ତାହ। ନୂଆ ସପ୍ତାହରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ଗଠନ ହେବାକୁ ଯାଉଛି। ଏହି ଯୋଗର ଶୁଭ ପ୍ରଭାବ କିଛି ରାଶିଙ୍କ ଉପରେ ପ୍ରଭାବ ପକାଇବ। କିଛି ରାଶିଙ୍କୁ ଶୁଭଫଳ ମିଳିବାକୁ ଥିବା ବେଳେ ଆଉ କିଛି ରାଶିଙ୍କୁ ସତର୍କତାର ସହ ଚଳିବାକୁ ପଡିବ। ତେବେ, ଆସନ୍ତୁ ଜାଣିବା ଆଗାମୀ ସପ୍ତାହ ୧୨ ରାଶିଙ୍କ ପାଇଁ କିଭଳି ରହିବ। ପଢନ୍ତୁ ସାପ୍ତାହିକ ସ୍ପେଶାଲ୍ ରାଶିଫଳ..
ମୀନ: ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ପ୍ରତିଯୋଗିତା ବା କମ୍ପିଟେଟିଭ୍ ଏକଜାମ୍ ଦେଉଥିବା ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ଚାକିରି କରୁଥିବା ଲୋକମାନେ ବରିଷ୍ଠ ଅଧିକାରୀଙ୍କ ଠାରୁ ପ୍ରଂଶାସ ପାଇବେ। ବ୍ୟବସାୟରେ ସଫଳତା ପାଇବ। ପରିବାରରେ ଦେଖାଦେଇଥିବା ପୁରୁଣା ମତଭେଦକୁ ଭୁଲି ସବୁକିଛି ଠିକ୍ ଠାକ୍ ହୋଇଯିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)
ट्रेन्डिंग फोटोज़