Rani panda Viral Video: ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା। ଗତ କିଛିଦିନ ହେବ ପୁଣି ଥରେ ସେ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ଅସୁସ୍ଥ ହୋଇପଡିଥିଲେ। ହେଲେ ଜଗନ୍ନାଥଙ୍କ ଦୟାରୁ ସେ ଆରୋଗ୍ୟ ଲାଭ କରିଛନ୍ତି। ଖଣ୍ତଗିରି ଯାତ୍ରା ମଞ୍ଚରେ ମଧ୍ୟ ନାଟକ ପରିବେଷଣ କରିଛନ୍ତି। ତେବେ, ଏ-ହାରି ଭିତରେ ତାଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ରାଣୀ ବଙ୍ଗୀୟ ପରମ୍ପରା ଅନୁଯାୟୀ ବିବାହ କରିଥିବା ଚର୍ଚ୍ଚା ହେଉଛି। ତେବେ, ରାଣୀଙ୍କ ବିବାହ କେତେ ସତ କେତେ ମିଛ ତାହା ଏ-ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।...
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.