Achyuta Samanta Video: ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟିରେ ହାଜର ହୋଇଛନ୍ତି ଅଚ୍ୟୁତ ସାମନ୍ତ, ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥ ଏବଂ କିଟ୍ର ୪ ନିଲମ୍ବିତ କର୍ମଚାରୀ। ଗତକାଲି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କ ସମେତ ୮ ଜଣଙ୍କୁ ସମନ କରାଯାଇଥିଲା।