Odia News
Liver Donated: ସାନଯାଆଙ୍କୁ ଲିଭର ଦେଇଥିଲେ ବଡ଼ ଯାଆ, ଏବେ ଆରପାରିରେ ସାନଯାଆ
ଡାକ୍ତରଙ୍କ ସୂଚନା ଅନୁଯାୟୀ, ଉମାକାନ୍ତିଙ୍କ ଲିଭର ସଫଳତାର ସହିତ ପ୍ରତ୍ୟାରୋପଣ କରାଯାଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ସଂକ୍ରମଣ କାରଣରୁ ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ଧିରେଧିରେ ଅକାମୀ ହୋଇଯାଇଥିଲା ତେଣୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତର କହିଛନ୍ତି।
Feb 22,2025, 16:24 PM IST
Grah Gochar 2025
Grah Gochar 2025: ଚନ୍ଦ୍ରଙ୍କ ସହ ଶନି ଏବଂ ସୂର୍ଯ୍ୟଙ୍କ ପ୍ରଭାବ, ମାର୍ଚ୍ଚ ୧ରୁ ୩ ରାଶିକୁ ଲାଭ
Grah Gochar 2025: ଚନ୍ଦ୍ର କୁମ୍ଭ ରାଶିରେ ଚଳନ କରିବା ମାତ୍ରେ ଅଢ଼େଇ ଦିନ ପାଇଁ ସୂର୍ଯ୍ୟ-ଶନିଙ୍କ ସହିତ ସଂଯୋଗ ହେବ । ଯାହା ୩ଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଲାଭଦାୟକ । ଆସନ୍ତୁ ଜାଣିବା ସେହି ୩ଟି ରାଶିର ବ୍ୟକ୍ତି କିଏ ...
Feb 22,2025, 15:37 PM IST
mahakumbh 2025
Mahakumbh 2025: ମହାକୁମ୍ଭରେ ୬୦ କୋଟି ଲୋକ ସ୍ନାନ କରିସାରିଛନ୍ତି, ମହାଶିବରାତ୍ରୀରେ ହେବ ଭିଡ !
Mahakumbh 2025: ପ୍ରୟାଗରାଜ ମହାକୁମ୍ଭକୁ ସ୍ନାନ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୬୦ କୋଟି ଅତିକ୍ରମ କରିଛି। କହିବାକୁ ଗଲେ ଦେଶର ଅଧା ଜନସଂଖ୍ୟା ସଙ୍ଗମରେ ବୁଡ଼ ପକାଇ ସାରିଛନ୍ତି।
Feb 22,2025, 14:29 PM IST
Lucky Zodiac Sign
Lucky Zodiac Sign: ୨୨ ଫେବୃଆରୀରେ ଲକ୍ଷ୍ମୀ ଯୋଗ, ୫ଟି ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 22 February 2025: ୨୨ ଫେବୃଆରୀ ଶନିବାର ଦିନ ନବମୀ ତିଥିର ଶୁଭ ସଂଯୋଗ ରହିଛି।
Feb 21,2025, 23:13 PM IST
ଓଡ଼ିଶା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଞ୍ଜୁର କଲା ରେଳ ମନ୍ତ୍ରାଳୟ
ଗତକାଲି ଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯୋଡ଼ା-ବଡ଼ବିଲ, ବଡ଼ବିଲ-ବରଷୁଆଁ ରେଳ ଲାଇନ ସମ୍ପର୍କରେ ଆଲୋଚନା କରିଥିଲେ, ଏହି ଦୁଇଟି ରେଳ ଲାଇନ ନିର୍ମାଣର ସମ୍ଭାବନା ଉଜ୍ଜ୍ୱଳ ରହିଛି ।
Feb 21,2025, 21:03 PM IST
BSNL recharge plan
BSNL Plans: ବର୍ଷେ ପର୍ଯ୍ୟନ୍ତ ରହିବନି ଚିନ୍ତା, ଜାଣନ୍ତୁ ୩ଟି ଜବରଦସ୍ତ ପ୍ଲାନ ବିଷୟରେ
BSNL Recharge Plans: ଗ୍ରାହକମାନେ ଜାଣିରଖିବା ଉଚିତ ଯେ, BSNLର ଏପରି ତିନୋଟି ରିଚାର୍ଜ ପ୍ଲାନ୍ ରହିଛି ଯାହାର ବୈଧତା ସମ୍ପୂର୍ଣ୍ଣ ୩୬୫ ଦିନ ଅର୍ଥାତ୍ ୧ ବର୍ଷ। ଥରେ ରିଚାର୍ଜ କରିବା ପରେ ଆପଣଙ୍କୁ ବର୍ଷସାରା ଆଉ ରିଚାର୍ଜ କରିବାର ଚିନ୍ତା ରହିବ ନାହିଁ ।
Feb 21,2025, 20:45 PM IST
ଓଡ଼ିଶାରେ ତିଆରି ହେବ ଭଲ ବ୍ରାଣ୍ଡର ମଦ କାରଖାନା !
ଓଡ଼ିଶାରେ ମହୁଲ ଏବଂ ମାଣ୍ଡିଆରୁ ପ୍ରସ୍ତୁତ ହେବ ମଦ
Feb 21,2025, 20:00 PM IST
ଅଦିନିଆ ବର୍ଷା ପ୍ରଭାବରୁ ଅମଳ ଧାନର ସୁରକ୍ଷା ନିମନ୍ତେ ପଦକ୍ଷେପ
ଏଥି ନିମନ୍ତେ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ମଣ୍ଡିରେ ଗଚ୍ଛିତ ଥିବା ଧାନଗୁଡ଼ିକୁ ଘୋଡେଇ ରଖିବା ନିମନ୍ତେ ଆବଶ୍ୟକ ପଲିଥିନ୍ ଯୋଗାଇଦେବା ପାଇଁ ପରାମର୍ଶ ଦିଆଯାଇଛି ।
Feb 21,2025, 19:13 PM IST
Falgun Amavasya 2025
Falgun Amavasya 2025: ଫାଲଗୁନ ଅମାବାସ୍ୟାରେ ଚମକିବ ୩ ରାଶିର ଭାଗ୍ୟ, ବୃହସ୍ପତିଙ୍କ ରାଶିରେ ବୁଧ
Zodiac Signs: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏଥର ଫାଲଗୁଣ ଅମାବାସ୍ୟା ୨୭ ଫେବୃଆରୀ ଗୁରୁବାର ଦିନ ପଡୁଛି। ଏହି ଦିନଟିକୁ ପୂର୍ବପୁରୁଷଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଇଛି । ଫାଲଗୁନ ଅମାବାସ୍ୟାରେ ସ୍ନାନ, ଦାନ, ପୂର୍ବପୁରୁଷଙ୍କୁ ତର୍ପଣ ଏବଂ ପିଣ୍ଡଦାନ କରିବା ଫଳପ୍ରଦ ବୋଲି ବିବେଚନା କରାଯାଏ। ଫେବୃଆରୀ ୨୭ ତାରିଖରେ ବୁଧ ନିଜର ରାଶି ପରିବର୍ତ୍ତନ କରିବେ । ଫଳରେ ଅମାବାସ୍ୟା ଦିନ ୩ଟି ରାଶିର ଭାଗ୍ୟ ଚମକିପାରେ।
Feb 21,2025, 18:45 PM IST
Athletics dutee chand
"ଅଚ୍ୟୁତ ସାରଙ୍କ ନାଁରେ ଯେତେ ଅପପ୍ରଚାର କଲେ ବି କିଛି ଫରକ ପଡ଼ିବନି- ଦୂତୀ ଚାନ୍ଦ
ଗତକାଲି ମଧ୍ୟ ଏକ ପୋଷ୍ଟରେ ଦୂତୀ ଲେଖିଥିଲେ, ବ୍ୟକ୍ତି ଯେତେବେଳେ କୌଣସି ଶିଖରରେ ପହଞ୍ଚି ଯାଇଥାଏ ସେତେବେଳେ ସମସ୍ତଙ୍କୁ ସେହି ବ୍ୟକ୍ତିଙ୍କର ସଫଳତା ହିଁ କେବଳ ଦେଖାଯାଇଥାଏ । କିନ୍ତୁ ଶିଖରରେ ପହଞ୍ଚିବାର ସେହି ସଫଳତା ପାଇଁ କେତେ ବେଶୀ ଆବୁଡ଼ା ଖାବୁଡ଼ା ରାସ୍ତା ଦେଇ ଗତି କରିବାକୁ ପଡିଥାଏ, କେତେ ଥର ପଡି ଉଠି ଖଣ୍ଡିଆ ଖାବୁରା ହେବାକୁ ପଡିଥାଏ, କେତେ ଥର ମନ ଭାଙ୍ଗି ଗୁମ ହେଇ ବସି ପଡ଼ିବାକୁ ପଡିଥାଏ ପୁଣି ସେ ମନକୁ ସଜାଡି ସମ୍ଭାଳି ଉଠିବାକୁ ପଡିଥାଏ; ସେ କଥା କେବଳ ସଫଳତା ପାଇଥିବା ବ୍ୟକ୍ତିଟି ହିଁ କହିପାରିବ ।
Feb 21,2025, 16:32 PM IST
top 10 news today
Top 10 News: କାଲିଠୁ ଆରମ୍ଭ ସୁଭଦ୍ରା ଶକ୍ତି ମେଳା ଏବଂ ଅନ୍ୟାନ୍ୟ ଅପଡେଟ୍
Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Feb 21,2025, 15:59 PM IST
PM Kisan Yojana 19th installment
PM Kisan Yojana : ଏହି ଦିନ ଆସିବ ପ୍ରଧାନମନ୍ତ୍ରୀ କିସାନ ଯୋଜନାର ୧୯ତମ କିସ୍ତି
ଗୋଟିଏ ପଟେ ୯.୭ କୋଟି ଚାଷୀ ଏଥର ୧୯ତମ କିସ୍ତିର ଲାଭ ପାଇବେ। ଅନ୍ୟପଟେ ଅନେକ ଚାଷୀ ଅଛନ୍ତି ଯେଉଁମାନେ କିସ୍ତିର ଲାଭରୁ ବଞ୍ଚିତ ହେବେ। ଏମାନଙ୍କ ମଧ୍ୟରେ ପ୍ରଥମତଃ ସେହି ଚାଷୀ ଯେଉଁମାନେ ଜମି ଯାଞ୍ଚ କାର୍ଯ୍ୟ କରିନାହାଁନ୍ତି କିମ୍ବା ଏହି କାର୍ଯ୍ୟ ଅସମ୍ପୂର୍ଣ୍ଣ ଅଛି। ଦ୍ୱିତୀୟତଃ, ଯେଉଁ ଚାଷୀମାନେ e-KYC କରିନାହାଁନ୍ତି ସେମାନେ କିସ୍ତିର ଲାଭରୁ ବଞ୍ଚିତ ହେବେ।
Feb 21,2025, 15:32 PM IST
Weekly Lucky Zodiac Sign
Weekly Lucky Zodiac Sign: ନୂଆ ସପ୍ତାହରେ ଲକ୍ଷ୍ମୀ ନାରାୟଣ ରାଜଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ
Weekly Lucky Zodiac Sign , 24 February to 2 March 2025: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଲକ୍ଷ୍ମୀ ନାରାୟଣ ରାଜଯୋଗ ପ୍ରଭାବରୁ ଧନସମ୍ପତ୍ତି ଜନିତ ଲାଭ ମିଳିଥାଏ । ଲକ୍ଷ୍ମୀ ନାରାୟଣ ରାଜଯୋଗ ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ସାବ୍ୟସ୍ତ ହେବ ।
Feb 21,2025, 14:46 PM IST
କାମଚଳା ମୁଖିଆରେ ଚାଲିଛି ହାଇସ୍କୁଲ୍ - କୋର୍ଟଙ୍କୁ ଦୋଷଦେଲେ ସରକାର
ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବରିଷ୍ଠ ଏସ୍ଇିଏସ୍ଙ୍କ୍ ଅଭାବ ରହିଛି। ଯେଉଁମାନେ ହାଇସ୍କୁଲରେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ତୁଲାନ୍ତି। କିନ୍ତୁ ସରକାର ଏହାକୁ ପୂରଣ କରିପାରୁନାହାନ୍ତି। ଏ ଦିଗରେ ହାଇକୋର୍ଟରେ ଏକ ମାମଲା ଚାଲିଛି।
Feb 21,2025, 14:23 PM IST
Ollywood News First look and audio of new odia film Simli launched
Ollywood News: "ଶିମଲୀ" ର ଫାଷ୍ଟଲୁକ୍ ଏବଂ ଅଡିଓ ଲୋକାର୍ପଣ
Ollywood News: ବର୍ତ୍ତମାନର ଚୁଲବୁଲି ନାୟିକା ସୂର୍ଯ୍ୟମୟୀ ମହାପାତ୍ର, ମନୋଜ ରାଉତ, ଲିପିକା ସେନାପତି, ଅନୁପ ଶାହା ଓ ଚୌଧୁରୀ ବିକାଶ ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ। ସ୍ମିତା ରାଉତଙ୍କ କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ସଂଳାପ ଲେଖିଛନ୍ତି ଭାବବିନୋଦ ମହାପାତ୍ର ।
Feb 20,2025, 22:57 PM IST
Lucky Zodiac Sign: ୨୧ ଫେବୃଆରୀରେ ବର୍ଷିବ ଲକ୍ଷ୍ମୀଙ୍କ କୃପା, ୫ ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 21 February 2025: ୨୧ ଫେବୃଆରୀ ଶୁକ୍ରବାର ଦିନ ଗଠନ ହୋଇଥିବା ଶୁଭଯୋଗ ପ୍ରଭାବରୁ ୫ଟି ରାଶିର ବ୍ୟକ୍ତିବିଶେଷ ବିଶେଷ ଲାଭ ପାଇବାକୁ ଯାଉଛନ୍ତି ।
Feb 20,2025, 22:43 PM IST
KIIT University
Kiit: ନେପାଳୀ ଛାତ୍ରଙ୍କୁ ମାଡ଼ ଘଟଣାରେ ଆଉ ୫ଜଣ ଗିରଫ
ନେପାଳୀ ଛାତ୍ରଙ୍କୁ ମାଡ଼ ଘଟଣାରେ ଆଉ ୫ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୪ ବାଉନସର୍ ଙ୍କ ସହ ଜଣେ ଆସିଷ୍ଟାଣ୍ଟ ଫିଲ୍ଡ ଅଫିସ ରହିଛନ୍ତି ।
Feb 20,2025, 20:55 PM IST
Sahara Refund
Sahara Refund: ସାହାରାରେ ଟଙ୍କା ଲଗାଇଥିଲେ କି ? ତେବେ ଖୁସି ଖବର ଜାଣନ୍ତୁ
Sahara India Refund: ପୂର୍ବରୁ ନିଜ କଷ୍ଟ ଅର୍ଜିତ ଧନ ଫେରାଇ ଆଣିବାକୁ ସରକାରଙ୍କୁ ସାହାରା ନିବେଶକମାନେ ନିରନ୍ତର ନିବେଦନ କରୁଥିଲେ । ସେମାନଙ୍କର ନିବେଦନ ପୂରଣ ହେବାକୁ ଯାଉଛି।
Feb 20,2025, 19:54 PM IST
କିଟ୍ ଘଟଣାରେ ଅଚ୍ୟୁତ ସାମନ୍ତଙ୍କୁ ହାଜର ନିର୍ଦ୍ଦେଶ
କିଟ୍ ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କ ହାଇଲେବୁଲ୍ କମିଟି ଆଗରେ ହାଜର ପାଇଁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
Feb 20,2025, 19:14 PM IST
Grah Gochar March 2025
March 2025 Grah Gochar: ମାର୍ଚ୍ଚ ମାସରେ ସୂର୍ଯ୍ୟ ଶନିଙ୍କ ସହ ଅନେକ ବଡ଼ ଗ୍ରହ ପ୍ରଭାବ
March 2025 horoscope: ଗ୍ରହଚଳନ ଦୃଷ୍ଟିରୁ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ମାର୍ଚ୍ଚ ମାସଟି ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ କି ପ୍ରକାରର ଫଳାଫଳ ମିଳିବ ଆସନ୍ତୁ ଜାଣିବା
Feb 20,2025, 18:41 PM IST
Weather News
Weather News: ପ୍ରଚଣ୍ଡ ବଜ୍ରପାତ ସହ କୁଆପଥର ବର୍ଷା, ଏହି ଜିଲ୍ଲାବାସୀ ରୁହନ୍ତୁ ସତର୍କ
Weather Update: ପ୍ରଚଣ୍ଡ ବଜ୍ରପାତ ନେଇ ୨୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । କାଲି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର ।
Feb 20,2025, 17:34 PM IST
iphone 16e price comparison
ଦେଶରୁ ଉଭାନ ହେବ କି ଆଣ୍ଡ୍ରଏଡ୍ ଫୋନ୍ ? ଆପଲ୍ କଲା ଏହି କାମ
ଆପଲ୍ ବ୍ରାଣ୍ଡ୍ ବିଶ୍ୱ ବଜାରରେ iPhone 16e ଲଞ୍ଚ କରିସାରିଛି। ପ୍ରତିଥର ପରି, ଏଥର ମଧ୍ୟ ଗ୍ରାହକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଭାରତରେ iPhone 16e କିଣିବା ଶସ୍ତା ହେବ ନା ଅନ୍ୟ ଦେଶରେ? ଆସନ୍ତୁ ସେ ବିଷୟରେ ଜାଣିବା
Feb 20,2025, 16:48 PM IST
Top 10 News: କିଟ୍ ଘଟଣାରେ ତାରାଙ୍କ ବିସ୍ଫୋରକ ବୟାନ ଏବଂ ଅନ୍ୟାନ୍ୟ ଅପଡେଟ୍
Feb 20,2025, 15:56 PM IST
Shani Budh Yuti 2025
Shani Budh Yuti 2025: ଶନି-ବୁଧଙ୍କ ଅପୂର୍ବ ସଂଯୋଗ, ୩ ରାଶିକୁ ମିଳିବ ଧନ !
Shani Budh Yuti 2025: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମାର୍ଚ୍ଚ ମାସରେ ବୁଧ ଏବଂ ଶନିଙ୍କ ସଂଯୋଗ ହେବାକୁ ଯାଉଛି । ଏହା ୭ ମଇ ପର୍ଯ୍ୟନ୍ତ ଚାଲିବ । ଯାହାର ପ୍ରଭାବରୁ ୩ଟି ରାଶିର ବ୍ୟକ୍ତିଙ୍କ ପାଇଁ ସମୟ ଶୁଭ ସାବ୍ୟସ୍ତ ହେବ ।
Feb 20,2025, 14:58 PM IST
Ollywood News
ଓଲିଉଡ ଅଭିନେତା ସୋହମଙ୍କୁ ହୃଦଘାତ, ଜାଣନ୍ତୁ କେମିତି ଅଛି ସ୍ୱାସ୍ଥ୍ୟ
ଅଜାତଶତ୍ରୁ, ଆଇ ଲଭ ୟୁ ପ୍ରିୟା ଏବଂ ରାଉଡି ରାଜା ସିନେମା ମାଧ୍ୟମରେ ସୋହମ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି ।
Feb 19,2025, 9:40 AM IST
Lucky Zodiac Sign: ୧୯ ଫେବୃଆରୀରେ ୨ଟି ଯୋଗର ଶୁଭ ମିଶ୍ରଣ, ୫ ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 19 February 2025: ୧୯ ଫେବୃଆରୀ ବୁଧବାର ଦିନ ସୃଷ୍ଟି ହୋଇଥିବା ଶୁଭଯୋଗ ପ୍ରଭାବରେ ୫ଟି ରାଶିର ବ୍ୟକ୍ତିବିଶେଷ ଲାଭ ପାଇବାକୁ ଯାଉଛନ୍ତି
Feb 18,2025, 22:31 PM IST
Astro Tips
Astro Tips: ଅନ୍ୟର ଖୁସି ପାଇଁ ସବୁ କିଛି ବାଜି ଲଗାଇପାରନ୍ତି ଏହି ୪ ରାଶିର ବ୍ୟକ୍ତି
Zodiac Signs: ଜ୍ୟୋତିଷ ଶାସ୍ତ୍ର ହିସାବରେ ୪ଟି ରାଶି ଅଛନ୍ତି ଯେଉଁମାନଙ୍କ ସ୍ୱଭାବ ଏତେ ଦୟାଳୁ ଏବଂ ଦାନଶୀଳ ଯେ, ସେମାନେ ନିଜ ଅପେକ୍ଷା ଅନ୍ୟ ଖୁସିକୁ ନେଇ ଅଧିକ ଚିନ୍ତିତ ଥାନ୍ତି । ଆସନ୍ତୁ ଜାଣିବା ଏହି ୪ଟି ରାଶି ବିଷୟରେ ।
Feb 18,2025, 20:05 PM IST
କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ୫ ଗିରଫ
ବିଶ୍ବବିଦ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ସମୟରେ ପୋଲିସ ରୋକିବାକୁ ଚେଷ୍ଟା କରିଥିଲା । ଫଳରେ ପେଲାଠେଲା ସ୍ଥିତି ଉପୁଜିଛି । ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କୁଆଡେ ଗଲେ ବୋଲି ନାରାବାଜି ସମୟରେ ପ୍ରଶ୍ନ କରିଛନ୍ତି ନବ ନିର୍ମାଣ ଛାତ୍ର ସଂଗଠନ । ଓଡ଼ିଶାର ଛବି ଅନ୍ତର୍ଜାତୀୟ ସ୍ତରରେ ମଳିନ କରିବା ଅଭିଯୋଗ କରିଛନ୍ତି ।
Feb 18,2025, 18:57 PM IST
Shukra Budh Yuti
Shukra Budh Yuti: ୨୭ ଫେବୃଆରୀରୁ ବୁଧ-ଶୁକ୍ରଙ୍କ ବଡ଼ ପ୍ରଭାବ, ୩ ରାଶିରେ କୁବେର ଢାଳିବେ ଧନ !
ଶୁକ୍ର ଗ୍ରହଙ୍କୁ ଧନ, ସମୃଦ୍ଧି, ସୌନ୍ଦର୍ଯ୍ୟ, ବିଳାସ ଏବଂ ପ୍ରେମର କାରକ ଭାବେ ବିବେଚନା କରାଯାଏ । ଯେତେବେଳେ ବୁଧ ଏବଂ ଶୁକ୍ରଙ୍କ ସ୍ଥିତି ପରିବର୍ତ୍ତନ ହୁଏ ସେତେବେଳେ ତାହାର ପ୍ରଭାବ ସିଧାସଳଖ ଭାବେ ସମସ୍ତ ରାଶିରେ ପଡିଥାଏ ।
Feb 18,2025, 18:13 PM IST
KIIT ଛାତ୍ରଛାତ୍ରୀଙ୍କ ପାଇଁ କଡା ସୁରକ୍ଷା ଦାବି କଲା ଛାତ୍ର ଫେଡେରେସନ
ପ୍ରେସ ରିଲିଜ ମାଧ୍ୟମରେ ଭାରତର ଛାତ୍ର ଫେଡେରେସନ ପକ୍ଷରୁ କୁହାଯାଇଛି ଯେ, ଗତକାଲି ୧୭/୦୨/୨୦୨୫ରେ କିଟ୍ ବିଶ୍ଵବିଦ୍ୟାଳୟରେ ଜଣେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ପ୍ରତ୍ୟକ୍ଷ ଭାବେ କର୍ତ୍ତୃପକ୍ଷ ଦାୟୀ । ଆତ୍ମହତ୍ୟା କରିଥିବା ଛାତ୍ରୀ ପୂର୍ବରୁ ତାଙ୍କ ପ୍ରତି ହୋଇଥିବା ମାନସିକ ନିର୍ଯ୍ୟାତନା, ଅପମାନ ଓ ଭେଦଭାବମୂଳକ ଆଚରଣ ସଂପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ।
Feb 18,2025, 17:35 PM IST
ହାତଲେଖା ଚିଠିକୁ ନେଇ IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ଚର୍ଚ୍ଚା
ବରିଷ୍ଠ ଆଇଏସଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ନେଇ କିଛି ଗଣମାଧ୍ୟମରେ ଖବର ପରିବେଷଣ ହୋଇଛି । ଏକ ହାତ ଲେଖା ଚିଠି ସାମ୍ନାକୁ ଆସିଛି ଯେଉଁଥିରେ ମୁଖ୍ୟ ଶାସନ ସଚିବଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ବିଷ୍ଣୁପଦ ସେଠୀ । ସିବିଆଇ ରେଡକୁ ବିରୋଧ କରି ବିଷ୍ଣୁପଦ ଇସ୍ତଫା ଦେଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।
Feb 18,2025, 15:59 PM IST
ମଶାଙ୍କ ସହ ଲଢ଼ିବାକୁ ୯ ମାସରେ ୬ କୋଟି ସ୍ୱାହା
ଦିନକୁ ଦିନ ମଶା ପ୍ରାଦୂର୍ଭାବ ବଢ଼ିବାରେ ଲାଗିଛି। କେବଳ ଭୁବନେଶ୍ୱର ମହାନିଗର ନିଗମ ନୁହେଁ ସାରା ଓଡ଼ିଶାରେ ଏହିପରି ପରିସ୍ଥିତି ସୃଷ୍ଟି ହୋଇଛି। ଏଣୁ ପୌରାଞ୍ଚଳଗୁଡ଼ିକ ନିଜ ଖର୍ଚ୍ଚରୁ ଏକ ବଡ଼ ଅଂଶ ମଶା ତେଲ କିଣି ମଶାଙ୍କ ବଂଶ ଧ୍ୱଂସ କରିବା ଲାଗି ତାକୁ ଧୂଆଁ ଆକାରରେ ପ୍ରୟୋଗ କରୁଛନ୍ତି।
Feb 18,2025, 15:24 PM IST
KiIt apologized
କ୍ଷମା ପ୍ରାର୍ଥନା କଲା କିଟ୍, ଚିଠି ଜାରି କରି ଦେଲା ସୂଚନା
ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ ଦେଖାଦେଇଥିବା ବିବାଦ ଘେରରେ ଛନ୍ଦି ହୋଇ ପଡିଥିଲା କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ବା କିଟ। ଏହି ବିବାଦ କ୍ରମେ ଗତ ୧୬ ତାରିଖରେ ନେପାଳୀ ଛାତ୍ରୀଙ୍କୁ ସୁରକ୍ଷା କର୍ମୀ ଓ ହଷ୍ଟେଲ କର୍ମଚାରୀଙ୍କ ଦ୍ୱାରା ଧକ୍କା ଦେଇ କଟକ ରେଳ ଷ୍ଟେସନରେ ଛାଡି ଦେଇଥିଲେ। ଏହି ବିବାଦ ଘନେଇବାରୁ ଆଜି କିଟ ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇଛି।
Feb 18,2025, 14:47 PM IST
Lucky Zodiac Sign: ଫେବୃଆରୀ ୧୭ ଧନ ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 17 February 2025: ୧୭ ଫେବୃଆରୀ ସୋମବାର ଦିନ ଚନ୍ଦ୍ର ନିଜ ରାଶି କର୍କଟରୁ ତୃତୀୟ ଏବଂ ଚତୁର୍ଥ ଘରେ ଭ୍ରମଣ କରିବେ ।
Feb 16,2025, 22:55 PM IST
cm mohan charan majhi
ବକୁଳ ବନ, ସତ୍ୟବାଦୀ ବନ ବିଦ୍ୟାଳୟର ପୁନରୁଦ୍ଧାର ହେବ- ମୁଖ୍ୟମନ୍ତ୍ରୀ
ସତ୍ୟବାଦୀର ଗୌରବକୁ ଆଧାର କରି ଅଞ୍ଚଳର ଭିତ୍ତିଭୂମି, ମୌଳିକ ସୁବିଧାର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Feb 16,2025, 22:10 PM IST
Top 10 News: ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିପାରେ ମୋହର ଏବଂ ଅନ୍ୟାନ୍ୟ ଅପଡେଟ୍
Feb 16,2025, 21:57 PM IST
Weather News: ଆଜି ଉତ୍ତପ୍ତ ସହର ପାଲଟିଲା ପାରଳାଖେମୁଣ୍ଡି, ରାଜଧାନୀରେ ପାରଦ ୩୫ ପାର୍
ଆଜି ରାଜ୍ୟର ୧୩ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା ।
Feb 16,2025, 20:43 PM IST
Accident News
ଯାଜପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା, DSPଙ୍କ ସମେତ ୨ ମୃତ
ପାଣିକୋଇଲି ଥାନା ଅନ୍ତର୍ଗତ ଚାନ୍ଦପୁର ଛକ ରାସ୍ତାରେ ଥିବା କୃପାଳୁ ରାଇସ ମିଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରଂଗ୍ ରୁଟରେ ଟ୍ରକ ଆସି ଏକ କାରକୁ ଧକ୍କା ଦେବା କାରଣରୁ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି ।
Feb 16,2025, 19:41 PM IST
Shukra Gochar 2025
Venus Transit 2025: ଗୁରୁଙ୍କ ନକ୍ଷତ୍ରରେ ଶୁକ୍ରଙ୍କ ଚଳନ, ୩ ରାଶିର ବ୍ୟକ୍ତି ହେବେ ଲାଭବାନ
Venus Transit 2025: ଧନ ଏବଂ ସମୃଦ୍ଧି ଦାତା ଗ୍ରହ ଭାବେ ବିବେଚନା କରାଯାଉଥିବା ଗ୍ରହ ଶୁକ୍ର ୧ ଏପ୍ରିଲ୍, ୨୦୨୫ରେ ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ଚଳନ କରିବେ। ଶୁକ୍ରଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ କାରଣରୁ ୩ଟି ରାଶିର ଲୋକେ ଉପକୃତ ହେବେ ।
Feb 16,2025, 18:48 PM IST
Sweet potato With Peel Benefits
କନ୍ଦମୂଳ ଖାଇବା ପୂର୍ବରୁ ଛେଲି ଦେଉଛନ୍ତି କି ଚୋପା? ତେବେ ୫ଟି ଲାଭରୁ ହେଉଛନ୍ତି ବଞ୍ଚିତ
ଶୀତଦିନେ କନ୍ଦମୂଳ ଖାଇବାକୁ କିଏ ବା ପସନ୍ଦ ନକରେ, କିନ୍ତୁ ଆପଣ ହୁଏତ ଜାଣିନଥିବେ କନ୍ଦମୂଳ ଚୋପା ସହିତ ମଧ୍ୟ ଖାଇହେବ । ଯାହା ଆମ ଶରୀର ପାଇଁ ବହୁତ ଲାଭଦାୟକ।
Feb 16,2025, 17:11 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.