ଓଡ଼ିଶାରେ ମହୁଲ ଏବଂ ମାଣ୍ଡିଆରୁ ପ୍ରସ୍ତୁତ ହେବ ମଦ
ମଦ ପ୍ରସ୍ତୁତି ପାଇଁ ଆଗ୍ରହୀ ଥିବା କମ୍ପାନୀକୁ ସବ୍ସିଡି ଯୋଗାଇବେ ସରକାର
ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଜଙ୍ଗଲଜାତ ଫୁଲ ମହୁଲ ଏବଂ ମାଣ୍ଡିଆରୁ ମଦ ପ୍ରସ୍ତୁତ କରାଗଲେ ପ୍ରୋତ୍ସାହନ ମିଳିବ ।
ଓଡ଼ିଶାରେ ଭଲ ବ୍ରାଣ୍ଡର ମଦ ପ୍ରସ୍ତୁତି କାରଖାନା ହେବା ନେଇ ଆଲୋଚନା କରାଯିବ ।
ନୂଆ ଅବକାରୀ ନୀତି ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।
ट्रेन्डिंग फोटोज़