Advertisement
  • Priyambada Rana

    ପ୍ରିୟମ୍ବଦା ରଣା

Stories by Priyambada Rana

ଏପରି କହିଲେ ନେପାଳୀ ଛାତ୍ରୀଙ୍କୁ କ୍ୟାମ୍ପସ୍ ଛାଡ଼ିବାକୁ ନାଲିଆଖି ଦେଖାଇଥିବା ମହିଳା ଜୟନ୍ତୀ ନାଥ.

KIIT Student Suicide Video

ଏପରି କହିଲେ ନେପାଳୀ ଛାତ୍ରୀଙ୍କୁ କ୍ୟାମ୍ପସ୍ ଛାଡ଼ିବାକୁ ନାଲିଆଖି ଦେଖାଇଥିବା ମହିଳା ଜୟନ୍ତୀ ନାଥ.

KIIT Student Death Video: KIIT କାଣ୍ଡ ନେଇ ଉଚ୍ଚସ୍ତରୀୟ କମିଟି ପକ୍ଷରୁ ଷ୍ଟେଟମେଣ୍ଟ ରେକର୍ଡ ନେଇ ପ୍ରକ୍ରିୟା ଆରମ୍ଭ। ରାଜ୍ଯ ଅତିଥି ଭବନରେ ପହଂଚିଛନ୍ତି ଉଚ୍ଚଶିକ୍ଷା ସଚିବ ଅରବିନ୍ଦ୍ ଅଗ୍ରୱାଲ,  ସଚିବ ଶୁଭ ଶର୍ମା, ଗୃହ ବିଭାଗ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ। ପର୍ଯ୍ୟାୟ କ୍ରମେ ବିଭିନ୍ନ ଲୋକଙ୍କର ଚାଲିଛି ଷ୍ଟେଟମେଣ୍ଟ ରେକର୍ଡ.. . ଷ୍ଟେଟମେଣ୍ଟ ରେକର୍ଡ ପାଇଁ KIIT ର ପୂର୍ବତନ କର୍ମଚାରୀ  ସମେତ ୩ ଜଣ କର୍ମଚାରୀ ପହଂଚିଛନ୍ତି। ଭୁବନେଶ୍ବର କିଟ୍ ୟୁନିଭର୍ସିଟି ଛାତ୍ରୀ ମୃତ୍ୟୁ ଘଟଣାରେ ସଫେଇ ରଖିଛନ୍ତି କଲେଜ କର୍ତ୍ତୃପକ୍ଷ। ହଷ୍ଟେଲ ଓ କ୍ୟାମ୍ପସ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ଧମକାଇଥିବା ଓ ନାଲିଆଖି ଦେଖାଇଥିବା ମହିଳା, ଆଜି ଜେରା ସମୟରେ ନିଜକୁ ମାଆ ସମାନ କହି ସମ୍ବୋଧନ କରିଛନ୍ତି।   

Feb 21,2025, 17:13 PM IST

Congress leader misbehaving Video

"ମୋ ନାଁ ମାନସ ଚୌଧୁରୀ ଲେଖି ରଖ", ପୁଲିସ୍ ଅଫିସର ସୁଶିଲ ମିଶ୍ରଙ୍କୁ କଂଗ୍ରେସ ନେତାଙ୍କ ଖୋଲା ଧମକ

Congress leader misbehaving Video: ଗୁରୁବାର କଂଗ୍ରେସ ଶୋଭାଯାତ୍ରା ଚାଲିଥିଲା ସମୟରେ ଏକ ଅଭାବନୀୟ ପରିସ୍ଥିତି ଉପୁଜିଥିଲା। ଭକ୍ତ ଦାସଙ୍କ ବିରାଟ ଶୋଭାଯାତ୍ରାକୁ ସୃଙ୍ଖଳିତ ଓ ସୁସଂଗଠିତ କରିବା ପାଇଁ ପୁରୀ ପୁଲିସର ସହଯୋଗ ଅତିବ ପ୍ରଶଂସନୀୟ ଥିଲା। ହେଲେ ବିଡମ୍ବନାର ବିଷୟ ଯେ ଅତିରିକ୍ତ ଏସପି ସୁଶିଲ ମିଶ୍ର ଗହଳିକୁ ଯାଇ ନିଜେ ଟ୍ରଫିକ ସମସ୍ଯାକୁ ସମାଧାନ କରୁଥିବା ବେଳେ କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଖୋଲାଖୋଲି ଭାବେ ସେ ଅତିରିକ୍ତ ଏସପିଙ୍କୁ ଚ୍ଯାଲେଞ୍ଜ କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କଂଗ୍ରେସ ନେତା ଜଣକ ଅତିରିକ୍ତ ଏସପିଙ୍କୁ କୁତ୍ସିତ ବ୍ଯବହାର ଦେଖାଇବା ସହିତ "ମୋ ନାଁ ମାନସ ଚୌଧୁରୀ ଲେଖି ରଖ" ବୋଲି କହିଥିଲେ।

Feb 21,2025, 15:26 PM IST

ଅଧା ରାହିଗଲା ମ୍ୟାଟ୍ରିକ ପରୀକ୍ଷା, ସେଣ୍ଟରରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଛାତ୍ରଙ୍କ ଜୀବନ...

Matric Exam Video

ଅଧା ରାହିଗଲା ମ୍ୟାଟ୍ରିକ ପରୀକ୍ଷା, ସେଣ୍ଟରରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଛାତ୍ରଙ୍କ ଜୀବନ...

Matric Exam: ଆଜି ମ୍ୟାଟ୍ରିକ ପରୀକ୍ଷା ଦେବାକୁ ବାହାରୁଥିବା ବେଳେ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ସୋର ଡ଼ାକ୍ତରଖାନାକୁ ଆଣିଥିଲେ ମାତ୍ର ସେଠାରେ ଡାକ୍ତର ଛାତ୍ର ଜଣଙ୍କର ମୃତ୍ୟୁ ହୋଇଥିବା କହିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ବାହାନଗା ବ୍ଲକ ବାରିପଦାରେ। ଏହି ଗ୍ରାମର କୈଳାଶ ଚନ୍ଦ୍ର ମାଝୀଙ୍କ ପୁଅ ଚନ୍ଦ୍ର ଶେଖର ମାଝୀ (୧୫) ନିକଟସ୍ଥ ଆରୁହାବାଡ଼ ହାଇସ୍କୁଲରେ ପଢନ୍ତି। ଗତ ତିନିଦିନ ତଳେ ଘର ପାଖରେ ଜଣଙ୍କ ଘରକୁ ଭୋଜି ଖାଇବାକୁ ଯାଇ ଖାଦ୍ୟ ଖାଇଥିଲେ। ସେହିଦିନ ରାତିରେ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ସୋର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରୁ ସାମାନ୍ୟ ସୁସ୍ଥତା ଅନୁଭବ କରିବା ପରେ ଘରକୁ ଯାଇଥିଲେ। ମାତ୍ର ପେଟ ବ୍ୟଥା କମିନଥିବା ବେଳେ ଆଜି ମ୍ୟାଟ୍ରିକ ପରୀକ୍ଷା

Feb 21,2025, 13:39 PM IST

 ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଉଦ୍ଧାର, ଦେଖନ୍ତୁ ଏହି ଭିଡିଓ.

Sambalpur University Video

ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଉଦ୍ଧାର, ଦେଖନ୍ତୁ ଏହି ଭିଡିଓ.

Sambalpur University: ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଲାଇବ୍ରେରୀ ସାଇନ୍ସର ଜଣେ ଛାତ୍ରୀ ଉଦ୍ଧାର। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ ସାଇନ୍ସ ବିଭାଗର ଜଣେ ଛାତ୍ରୀଙ୍କର ଗତକାଲି ସନ୍ଧ୍ୟାରେ ଗୁରୁତର ଅବସ୍ଥାରେ ଭି ଆଇ ପି ଲେନ ମେଟାକାନି ମନ୍ଦିର ରାସ୍ତାରୁ ଉଦ୍ଧାର କରାଯାଇ ଭୀମସାର ବୁର୍ଲା ରେ ଚିକିତ୍ସା କରାଯାଉଛି | ଏ ବାବଦରେ ସ୍ଥାନୀୟ ଅଧିବାସୀ ପୋଲିସକୁ ସୂଚନା ଦେଇଥିବା ଜଣାପଡିଥିଲା |ପୋଲିସ ଝିଅ କୁ ଉଦ୍ଧାର କରି ଭୀମସାର ବୁର୍ଲା ରେ ଚିକିତ୍ସା କରାଯାଉଛି। ଖବର ମିଳିବା ପର୍ଯ୍ୟନ୍ତ ଝିଅଟି ଚେତା ଶୂନ୍ୟ ରହିଥିବା ବେଳେ ପ୍ରକୃତ ସତ୍ୟାସତ୍ୟ ଜଣା ପଡି ନ ଥିବା ଜଣାପଡିଛି।

Feb 20,2025, 13:52 PM IST

Trending news

Read More