Sambalpur University: ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଲାଇବ୍ରେରୀ ସାଇନ୍ସର ଜଣେ ଛାତ୍ରୀ ଉଦ୍ଧାର। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ ସାଇନ୍ସ ବିଭାଗର ଜଣେ ଛାତ୍ରୀଙ୍କର ଗତକାଲି ସନ୍ଧ୍ୟାରେ ଗୁରୁତର ଅବସ୍ଥାରେ ଭି ଆଇ ପି ଲେନ ମେଟାକାନି ମନ୍ଦିର ରାସ୍ତାରୁ ଉଦ୍ଧାର କରାଯାଇ ଭୀମସାର ବୁର୍ଲା ରେ ଚିକିତ୍ସା କରାଯାଉଛି | ଏ ବାବଦରେ ସ୍ଥାନୀୟ ଅଧିବାସୀ ପୋଲିସକୁ ସୂଚନା ଦେଇଥିବା ଜଣାପଡିଥିଲା |ପୋଲିସ ଝିଅ କୁ ଉଦ୍ଧାର କରି ଭୀମସାର ବୁର୍ଲା ରେ ଚିକିତ୍ସା କରାଯାଉଛି। ଖବର ମିଳିବା ପର୍ଯ୍ୟନ୍ତ ଝିଅଟି ଚେତା ଶୂନ୍ୟ ରହିଥିବା ବେଳେ ପ୍ରକୃତ ସତ୍ୟାସତ୍ୟ ଜଣା ପଡି ନ ଥିବା ଜଣାପଡିଛି।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.