Advertisement
Photo Details/zeeodisha/odisha2626738
photoDetails0hindi

Pallavi Maharathy Pics: ଭାଇରାଲ୍ ହେଉଛି ପିପିଲିର ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀଙ୍କ ଏହିସବୁ ଫଟୋ, ଦେଖନ୍ତୁ

Pallavi Maharathy Pics: ପଲ୍ଲବୀ ମହାରଥୀ, ପିପିଲିର ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଝିଅ ହେଉଛନ୍ତି ପଲ୍ଲବୀ। ପେଶାରେ ପଲ୍ଲବୀ ଜଣେ ଡାକ୍ତର । ତେବେ, ପଲ୍ଲବୀଙ୍କ ଆଉ ଏକ ପରିଚୟ ହେଉଛି ସେ ଅଭିନେତା ଅର୍ଦ୍ଦେନ୍ଦୁ ସାହୁଙ୍କ ସ୍ତ୍ରୀ। ତେବେ, ଆସନ୍ତୁ ଜାଣିବା ପଲ୍ଲବୀଙ୍କ ବିଷୟରେ ଆଉ କିଛି ଖାସ୍ କଥା... 

2/10

କିନ୍ତୁ ସୁନ୍ଦରତାରେ କୌଣସି ହିରୋଇନ୍ ଙ୍କ ଠାରୁ ସେ ଦେଖିବାକୁ କମ୍ ନୁହଁନ୍ତି। 

3/10

ସେ ଅଭିନେତା ଅର୍ଦ୍ଦେନ୍ଦୁ ସାହୁଙ୍କୁ ବିବାହ କରିଛନ୍ତି। 

4/10

୨୦୨୦, ଫେବୃଆରୀ ମାସରେ ସେ ଅଭିନେତା ଅର୍ଦ୍ଦେନ୍ଦୁଙ୍କୁ ବିବାହ କରିଥିଲେ।

5/10

ଏହି ଗ୍ରାଣ୍ତ ଓ୍ବେଣ୍ତିଂରେ ବହୁ ହାଇପ୍ରୋଫାଇଲ୍ ନେତା ମନ୍ତ୍ରୀଙ୍କ ସହ  ଓଲିଉଡ଼ର ଏକାଧିକ ସେଲିବ୍ରେଟି ମଧ୍ୟ ଯୋଗ ଦେଇଥିଲେ। 

6/10

ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସହ ଭିକେ ପାଣ୍ତିଆନ୍ ମଧ୍ୟ ସାମିଲ୍ ହୋଇଥିଲେ। 

7/10

ଅର୍ଦ୍ଧେନ୍ଦୁ ନିଜର କ୍ୟାରିୟର ୨୦୧୫ରେ ଓଡ଼ିଆ ସିନେମା‘ଅ ଆ ଇ’ରୁ ଆରମ୍ଭ କରିଥିଲା। 

8/10

ଏହି ଫିଲ୍ମଟି ଉଭୟ ଓଡିଆ ଓ  ବଙ୍ଗଳା ଭାଷାରେ ମୁକ୍ତିଲାଭ କରିଥିଲା।

9/10

ଏହାପରେ ସେ ପଛକୁ ଫେରି ନଥିଲେ।  ପରେ ସେ ‘ଟପୋରି’ଓ  ‘ମୁଁ ପରଦେଶୀ ଚଢେଇ’ରେ ନଜର ଆସିଥିଲେ।

10/10

ତେବେ, ମିଳିଥିବା ସୂଚନା ଅନୁସାରେ, ପଲ୍ଲବୀ ଓ ଅର୍ଦ୍ଧେନ୍ଦୁଙ୍କ ପ୍ରେମ ବିବାହ ହୋଇଛି।