Advertisement
trendingPhotos2654332
photoDetails1hindi

କିଟ୍ ଘଟଣାରେ ଅଚ୍ୟୁତ ସାମନ୍ତଙ୍କୁ ହାଜର ନିର୍ଦ୍ଦେଶ

କିଟ୍ ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କ ହାଇଲେବୁଲ୍‌ କମିଟି ଆଗରେ ହାଜର ପାଇଁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

1/7

ଶୁକ୍ରବାର ସଂଧ୍ୟା ସାଢ଼େ ୬ଟାରେ ଅଚ୍ୟୁତ ସାମନ୍ତଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଛି ।

2/7

ସମସ୍ତ ଡକ୍ୟୁମେଣ୍ଟ ସହିତ ହାଜର ହେବାକୁ ନିର୍ଦ୍ଦେଶ ମିଳିଛି ।

3/7

ଅଚ୍ୟୁତଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ

4/7

ଅନ୍ୟପଟେ କିଟ୍‌ ଗେଟ୍‌ ସାମ୍ନାରେ ବଜରଙ୍ଗ କର୍ମୀଙ୍କ ବିକ୍ଷୋଭ ଜାରି ରହିଛି ।

5/7

ବିଦ୍ୟାର୍ଥୀଙ୍କ ଉପରେ ଗୁଣ୍ଡାରାଜ ଚଳିବ ନାହିଁ ସ୍ଳୋଗାନ ସହିତ ପ୍ଲାକାର୍ଡ ପ୍ରଦର୍ଶନ କରାଯାଇଛି ।

6/7

ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଦାୟୀ କରି ନାରାବାଜି ଦେଇଛନ୍ତି ବଜରଙ୍ଗ କର୍ମୀ

7/7

ବଜରଙ୍ଗ କର୍ମୀ ଏବଂ ପୋଲିସ ଫୋର୍ସ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଛି । ଏଥିସହ କିଟ୍ ବିଶ୍ୱବିଦ୍ୟାଳୟରେ ପୋଲିସ ଛାଉଣୀ ।

ट्रेन्डिंग फोटोज़