ବୃତ୍ତି ଅନୁଯାୟୀ ଜଣେ ସାମ୍ବାଦିକ । ପ୍ରତିଦିନ କିଛି ନୂଆ ଶିଖିବା, ଲେଖିବା, ପଢ଼ିବାରେ ରହିଛି ଅଭ୍ୟାସ ।
Journalist
Jasmine Rath Video
Video: ଅଭିନେତ୍ରୀ ଜସ୍ମୀନ ରଥଙ୍କ ଏହି ଭିଡିଓ ଜୋରଦାର ହେଉଛି ଭାଇରାଲ୍, ଏଠାରେ ଦେଖନ୍ତୁ
Jasmine Rath Video: ଓଡ଼ିଆ ସିନେମା ‘ଇନ୍ଦ୍ରଜାଲ’ ଓ ‘ଚନ୍ଦ୍ରବଂଶୀ’ ଆଦିରେ ନାୟିକା ଭୂମିକା ତୁଲାଇ ଥିବା ଜସ୍ମିନ୍ ରଥଙ୍କ ଅନେକ ପ୍ରଶଂସକ ଅଛନ୍ତି। କହିରଖୁଛୁ ଯେ ଏହି ଅଭିନେତ୍ରୀ ପ୍ରାୟତଃ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି ଏବଂ ସମୟ ସମୟରେ ନିଜର ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ 'ମୋତେ ଆଣିଦେଲୁ ଲକ୍ଷେ ଫଗୁଣ' ଗୀତରେ ଝୁମୁଥିବାର ନଜର ଆସୁଛନ୍ତି।
Feb 21,2025, 22:52 PM IST
Top 10 news
ଓମାନରୁ ଫେରିଲେ ୪ ଓଡ଼ିଆ ଶ୍ରମିକ, ବିବିସି ଇଣ୍ଡିଆ ଉପରେ ଜରିମାନା ଲଗାଇଲା ED, ୧୦ ବଡ଼ ଖବର
Top 10 News Headlines: ଓମାନରେ ଫସି ରହିଥିବା ଗଞ୍ଜାମ ଅଞ୍ଚଳର ୪ ଜଣ ଓଡ଼ିଆ ଶ୍ରମିକ ନିରାପଦ ଭାବେ ଓଡ଼ିଶା ଫେରି ଆସିଛନ୍ତି । ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Feb 21,2025, 22:00 PM IST
ED fines BBC India
BBC India ଉପରେ ୩.୪ କୋଟି ଟଙ୍କାର ଜରିମାନା ଲଗାଇଲା ED
ED ବିଦେଶୀ ପାଣ୍ଠି ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (BBC) ଇଣ୍ଡିଆ ଏବଂ ଏହାର ନିର୍ଦ୍ଦେଶକମାନଙ୍କ ଉପରେ ୩.୪୪ କୋଟି ଟଙ୍କାରୁ ଅଧିକ ଜରିମାନା ଲଗାଇଛି।
Feb 21,2025, 20:58 PM IST
Sheetal Patra Video
Video: ହଟ୍ ଆନ୍ଦାଜରେ ନଜର ଆସିଲେ ଅଭିନେତ୍ରୀ ଶୀତଲ, ଭାଇରାଲ ହେଉଛି ଏହି ଭିଡିଓ
Sheetal Patra Video: ଶୀତଲ ପାତ୍ର ଜଣେ ଚର୍ଚ୍ଚିତ ଓଡ଼ିଆ ଅଭିନେତ୍ରୀ । ସେ ମଧ୍ୟ ଅନେକ ସମୟରେ ଦୂରଦର୍ଶନ ଉପସ୍ଥାପିକା ଭାବରେ ନଜର ଆସିଥାନ୍ତି। ନିଜର ଅଭିନୟ ମାଧ୍ୟମରେ ଶୀତଲ ନିଜ ପ୍ରଂଶସକଙ୍କ ପାଖରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। କହିରଖୁଛୁ ଯେ ଶୀତଲ ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ରହିଥାନ୍ତି ଏବଂ ନିଜ ଫ୍ୟାନ୍ସଙ୍କ ପାଇଁ ସମୟ ସମୟରେ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଅଭିନେତ୍ରୀଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ ସେ ଏକ ରାପ୍ ସଙ୍ଗ୍ ରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି।
Feb 21,2025, 20:52 PM IST
Cows attendance Video
Cows attendance: ଗାଈମାନଙ୍କର ହାଜରୀ ନେଲେ ଯୁବକ, ଏପରି ଜବାବ ଦେଲେ ପଶୁ, ଦେଖନ୍ତୁ ଭିଡିଓ
Cows attendance Video: ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଭାଇରାଲ୍ ହୋଇଥାଏ। ଏହି କ୍ରମରେ ବର୍ତ୍ତମାନ ଏକ ଭିଡିଓ ଜୋରଦାର ଭାଇରାଲ୍ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି କିଛି ଗାଈ ମାନଙ୍କର ଆଟେଣ୍ଡାନ୍ସ ନେଉଥିବାର ନଜର ଆସୁଛନ୍ତି। ଗାଇ ମାନେ ମଧ୍ୟ କିଛି ଏପରି ଭାବରେ ନିଜର ଉପସ୍ଥିତି ବିଷୟରେ ଜବାବ ଦେଇଥିଲେ। ଦେଖନ୍ତୁ ଏହି ଭିଡିଓ-
Feb 21,2025, 20:26 PM IST
UJJIVAN SMALL FINANCE BANK
ସେଭିଂ ଆକାଉଣ୍ଟ ଜମା ରାଶି ଉପରେ ମିଳିବ ୭.୫୦% ପର୍ଯ୍ୟନ୍ତ ସୁଧ, ଏହି ବ୍ୟାଙ୍କ ଦେଲା ବଡ଼ ଉପହାର
Ujjivan Small Finance Bank: ଏହି ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ୩ କୋଟି ଟଙ୍କାରୁ କମ୍ ଜମା ପାଇଁ ଏହାର ଜମା ଏବଂ ସେଭିଂ ଆକାଉଣ୍ଟ ସୁଧ ହାରକୁ ସଂଶୋଧନ କରିଛି। ସଂଶୋଧିତ ସୁଧ ହାର ଆଜି ଅର୍ଥାତ୍ ୨୧ ଫେବୃଆରୀ ୨୦୨୫ ରୁ କାର୍ଯ୍ୟକାରୀ ହୋଇଛି।
Feb 21,2025, 19:49 PM IST
Horoscope 22 February 2025
୨୨ ଫେବୃଆରୀରେ କିପରି ରହିବ ମେଷ ରାଶିରୁ ନେଇ କନ୍ୟା ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 22 February 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଲେଖାଁଏ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତି ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୨୨ ଫବୃଆରୀ ୨୦୨୫ ହେଉଛି ଶନିବାର। ହିନ୍ଦୁ ଧର୍ମରେ ଶନିବାର ଦିନ ଭଗବାନ ଶନିଦେବଙ୍କୁ ପୂଜାର୍ଚ୍ଚନା ପାଇଁ ସମର୍ପିତ କରାଯାଇଛି। ତେବେ ଜାଣନ୍ତୁ ୨୨ ଫେବୃଆରୀ ୨୦୨୫ ରେ କେଉଁ ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ରହିବ ଏବଂ କେଉଁ ମାନଙ୍କୁ ଟିକିଏ ସତର୍କ ରହିବାକୁ ପଡିବ।
Feb 21,2025, 19:30 PM IST
Weekly Horoscope
ଫେବୃଆରୀ ଶେଷ ସପ୍ତାହ କିପରି ରହିବ ମେଷ ରାଶିରୁ ନେଇ କନ୍ୟା ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Saptahik Rashifal 24 February To 2 March 2025: ଫେବୃଆରୀ ମାସର ଶେଷ ସପ୍ତାହ ଅନେକ ରାଶିର ଲୋକଙ୍କ ପାଇଁ ବିଶେଷ ହୋଇପାରେ। ତେବେ ଜାଣନ୍ତୁ ଫେବୃଆରୀ ମାସର ଶେଷ ସପ୍ତାହରେ କେଉଁ ରାଶିର ଲୋକମାନଙ୍କ ପାଇଁ ଭଲ ରହିବ ଏବଂ କେଉଁ ମାନଙ୍କୁ ସତର୍କ ରହିବାକୁ ପଡିବ।
Feb 21,2025, 16:51 PM IST
Odisha Sahitya Akademi
୯ ମାସ ବିତିଲା, ଓଡ଼ିଶା ସାହିତ୍ୟ ଏକେଡେମୀକୁ ସଜାଡ଼ିବାରେ ବିଫଳ ସରକାର
Odisha Sahitya Akademi: ଓଡ଼ିଶାରେ ବିଜେପି ଶାସନ ୯ ମାସ ବିତିଛି। ଏ ଭିତରେ ଦୁଇଥର ବଜେଟ୍ ଉପସ୍ଥାପନ କରିଛି ଦଳ। କିନ୍ତୁ ବୌଦ୍ଧିକ ଚର୍ଚ୍ଚା ଓ ସର୍ଜନାକୁ ସମ୍ମାନ ଦେଉଥିବା ଏକାଡେମୀରେ ସଂସ୍କାର ଆଣିବାକୁ ଭୁଲି ଯାଇଛନ୍ତି ସରକାର। ଫଳରେ କେବଳ ସମ୍ପାଦକଙ୍କ ଦ୍ୱାରା ଏ ସଂସ୍ଥା ଚାଲିଛି।
Feb 21,2025, 16:13 PM IST
Balangir
ଦରମା ନମିଳିବାରୁ ମୂଲ ଲାଗିଲେ ଶିକ୍ଷକ, ଭାଇରାଲ୍ ହେଉଛି ସାରଙ୍କ ଛୁଟି ଆବେଦନର ଏହି ଚିଠି
Balangir News: ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଦେଇଥିବା ଛୁଟି ଆବେଦନରେ ସାହୁ ଲେଖିଛନ୍ତି ଯେ ଦରମା ନମିଳିବା ଯୋଗୁଁ ସେ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି ଏବଂ ତାଙ୍କ ପରିବାର ପ୍ରତିପାଳନ କରିବା ପାଇଁ ଦୈନିକ ମୂଲିଆ ଭାବରେ କାମ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।
Feb 21,2025, 15:37 PM IST
IIT Baba Prediction
ଭାରତ-ପାକିସ୍ତାନ ମ୍ୟାଚ୍ କୁ ନେଇ ଏପରି ଭବିଷ୍ୟବାଣୀ କଲେ IIT ବାବା, ଦେଖନ୍ତୁ ଭିଡିଓ
IIT Baba Prediction: ମହାକୁମ୍ଭ ୨୦୨୫ ସମୟରେ ଚର୍ଚ୍ଚାରେ ଆସିଥିବା IIT ବାବା ଅଭୟ ସିଂହ ଭାରତ-ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ୨୦୨୫ ମ୍ୟାଚ୍ କୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ ଭବିଷ୍ୟବାଣୀ କରି କହିଛନ୍ତି ଯେ ଭାରତ-ପାକିସ୍ତାନ ମ୍ୟାଚରେ କେଉଁ ଦଳ ଜିତିବ। ତାଙ୍କର ଏହି ଭବିଷ୍ୟବାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Feb 21,2025, 15:02 PM IST
IND vs BAN
ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆର ବିସ୍ଫୋରକ ଆରମ୍ଭ, ବାଂଲାଦେଶକୁ ୬ ୱିକେଟରେ କଲା ପରାସ୍ତ
IND vs BAN: ଟିମ୍ ଇଣ୍ଡିଆ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ବିଜୟ ସହିତ ନିଜର ଆରମ୍ଭ କରିଛି। ଗୁରୁବାର ଦୁବାଇରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତ ୬ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି। ଗିଲ୍ ଏକ ଚମତ୍କାର ଶତକୀୟ ଇନିଂସ ଖେଳିଥିଲେ।
Feb 20,2025, 22:14 PM IST
ଅଚ୍ୟୁତ ସାମନ୍ତଙ୍କୁ ନୋଟିସ୍, ରେଖା ଗୁପ୍ତା ହେଲେ ଦିଲ୍ଲୀର ଚତୁର୍ଥ ମହିଳା CM, ୧୦ ବଡ଼ ଖବର
Top 10 News Headlines: ଭୁବନେଶ୍ୱରର KIIT ବିଶ୍ୱବିଦ୍ୟାଳୟର ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଗୁରୁବାର ଦିନ ଏହି ପ୍ରତିଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଓଡ଼ିଶା ସରକାରଙ୍କ ଦ୍ୱାରା ତଦନ୍ତ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟି ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର
Feb 20,2025, 21:56 PM IST
Neha Nageswari Video
Video: ଜଙ୍ଗଲରୁ ଭାଇରାଲ୍ ହେଲା ନେହା ନାଗେଶ୍ୱରୀଙ୍କ ଏହି ଭିଡିଓ, ଏଠାରେ ଦେଖନ୍ତୁ...
Neha Nageswari Dance Video: ଓଡ଼ିଆ ସିରିଏଲ ଅଭିନେତ୍ରୀ ନେହା ନାଗେଶ୍ୱରୀ ନିଜର ଜବରଦସ୍ତ ଅଭିନୟରେ ଖୁବ୍ କମ ବୟସରୁ ସଫଳତାର ପାହାଚ ଚଢ଼ିଛନ୍ତି। ତାଙ୍କର ଅଭିନୟକୁ ମଧ୍ୟ ଖୁବ୍ ପ୍ରଶଂସା କରାଯାଏ। କହି ରଖୁଛୁ ଯେ ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହିଥାନ୍ତି। ଏବଂ ସମୟ ସମୟରେ ନିଜ ପ୍ରଶଂସକଙ୍କ ପାଇଁ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀଙ୍କ ଏକ ଡ୍ୟାନ୍ସ ଭିଡିଓ ଜୋରଦାର ଭାଇରାଲ୍ ହେଉଛି। ଯେଉଁଥିରେ ଜଙ୍ଗଲ ଭିତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ଦେଖନ୍ତୁ ଏହି ଭିଡିଓ-
Feb 20,2025, 20:52 PM IST
Mohammed Shami
IND vs BAN: ମହମ୍ମଦ ଶାମି ରଚିଲେ ଇତିହାସ, ୫ ୱିକେଟ୍ ନେଇ ଭାଙ୍ଗିଲେ ସଚିନ ଏବଂ ଜାହିରଙ୍କ ରେକର୍ଡ
Mohammed Shami: ମହମ୍ମଦ ଶାମି ବାଂଲାଦେଶ ବିପକ୍ଷରେ ୫ ୱିକେଟ୍ ନେଇ ଇତିହାସ ରଚିଛନ୍ତି। ସେ ସୀମିତ ଓଭର ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳି ହୋଇ ଯାଇଛନ୍ତି। ଏହି ମାମଲାରେ ସେ ଜାହିର ଖାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି
Feb 20,2025, 20:08 PM IST
Biswarupa Rout Video
'ତୁ ରାଜ ମୁଁ ରାଣୀ' ଗୀତରେ ଝୁମିଲେ ସିରିଏଲ ଅଭିନେତ୍ରୀ ବିଶ୍ବରୂପା, ଦେଖନ୍ତୁ ଭିଡିଓ
Biswarupa Rout Video: ଓଡ଼ିଆ ଟିଭି ସିରିଏଲ ଅଭିନେତ୍ରୀ ବିଶ୍ବରୂପା ରାଉତ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥାଏ। ବିଶେଷ କରି ମଟନକୁ ନେଇ ତାଙ୍କର ଅନେକ ଭିଡିଓ ଭାଇରାଲ୍ ହୋଇଥାଏ। କହିରଖୁଛୁ ଯେ ଏହି ଅଭିନେତ୍ରୀ ନିଜର ଫ୍ୟାନ୍ସ ମାନଙ୍କ ପାଇଁ ସମୟ ସମୟରେ ଫଟୋ ଓ ଭିଡିଓ ସେୟାର କରନ୍ତି। ବର୍ତ୍ତମାନ ତାଙ୍କର ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି> ଯେଉଁଥିରେ ସେ 'ତୁ ରାଜା ମୁଁ ରାଣୀ' ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ଦେଖନ୍ତୁ ଏହି ଭିଡିଓ-
Feb 20,2025, 19:26 PM IST
Horoscope 21 February 2025
୨୧ ଫେବୃଆରୀରେ କିପରି ରହିବ ମେଷ ରାଶିରୁ ନେଇ କନ୍ୟା ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 21 February 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଲେଖାଁଏ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତି ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୨୧ ଫବୃଆରୀ ୨୦୨୫ ହେଉଛି ଶୁକ୍ରବାର। ହିନ୍ଦୁ ଧର୍ମରେ ଶୁକ୍ରବାର ଦିନ ସନ୍ତୋଷୀ ମାତାଙ୍କୁ ପୂଜାର୍ଚ୍ଚନା ପାଇଁ ସମର୍ପିତ କରାଯାଇଛି। ତେବେ ଜାଣନ୍ତୁ ୨୧ ଫେବୃଆରୀ ୨୦୨୫ ରେ କେଉଁ ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ରହିବ ଏବଂ କେଉଁ ମାନଙ୍କୁ ଟିକିଏ ସତର୍କ ରହିବାକୁ ପଡିବ।
Feb 20,2025, 18:41 PM IST
Dhanashree-Yuzvendra Divorce
ଧନଶ୍ରୀ ବର୍ମା-ୟୁଜଭେନ୍ଦ୍ର ଚହଲଙ୍କ ହେଲା ଛାଡପତ୍ର, ପାରିବାରିକ ଅଦାଲତରେ ପୂରା ହେଲା ଔପଚାରିକତା
Dhanashree-Yuzvendra Divorce: ଧନଶ୍ରୀ ବର୍ମା ଏବଂ ୟୁଜଭେନ୍ଦ୍ର ଚହଲଙ୍କ ଛାଡପତ୍ର ହୋଇଯାଇଛି। ଅନେକ ଦିନ ଧରି ସେମାନଙ୍କ ଛାଡପତ୍ର ବିଷୟରେ ଆଲୋଚନା ହେଉଥିଲା ଏବଂ ଶେଷରେ ଏହି କଥାଗୁଡ଼ିକ ସତ୍ୟ ପ୍ରମାଣିତ ହୋଇଛି। ଆଜି ବାନ୍ଦ୍ରା ପରିବାରିକ କୋର୍ଟକୁ ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କୁ ସମନ କରାଯାଇଥିଲା। ଯେଉଁଠାରେ ସେମାନଙ୍କର ଛାଡପତ୍ରର ଔପଚାରିକତା ସମାପ୍ତ ହୋଇଛି।
Feb 20,2025, 18:06 PM IST
8th pay commission
ସରକାରୀ କର୍ମଚାରୀଙ୍କ ବଢ଼ିଯିବ ୫୦ ପ୍ରତିଶତ ଦରମା! ଜାଣନ୍ତୁ କେବେ ମିଳବ ଏହି ଖୁସି ଖବର?
8th Pay Commission: ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ ଦରମା ଏବଂ ପେନସନରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ହେବାର ସମ୍ଭାବନା ରହିଛି। ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଫିଟମେଣ୍ଟ ଫ୍ୟାକ୍ଟରକୁ ୨.୨୮ ରୁ ୨.୮୬ ମଧ୍ୟରେ ସ୍ଥିର କରାଯାଇପାରେ। ଯାହାର ଅର୍ଥ ମୂଳ ଦରମାରେ ୪୦-୫୦ ପ୍ରତିଶତ ବୃଦ୍ଧି ହେବ।
Feb 20,2025, 16:45 PM IST
Devika Arundhati Video
ରାସ୍ତାରେ ଏମିତି କିଛି କଲେ ଅଭିନେତ୍ରୀ ଦେବିକା, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଭିଡିଓ
Devika Arundhati Video: ଅଭିନେତ୍ରୀ ଦେବିକା ସାମଲ ଜଣେ ଓଡି଼ଆ ଦୂରଦର୍ଶନ ଅଭିନେତ୍ରୀ। ସେ ନିଜ ଅଭିନୟ ମାଧ୍ୟମରେ ଟିଭି ଇଣ୍ଡଷ୍ଟ୍ରିରେ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିଛନ୍ତି। କହିରଖୁଛୁ ଯେ ଅଭିନେତ୍ରୀ ଦେବିକା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍। ଏବଂ ସେ ସମୟ ସମୟରେ ନିଜ ପ୍ରଂଶସକଙ୍କ ପାଇଁ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀଙ୍କର ଏକ ଡ୍ୟାନ୍ସ ଭିଡିଓ ଜୋରଦାର ଭାଇରାଲ୍ ହେଉଛି। ଯେଉଁଥିରେ ରାନୁ ବୋମ୍ୱାଇ କି ରାନୁ...ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି।
Feb 20,2025, 16:26 PM IST
Champions Trophy 2025
ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ଏହି ଷ୍ଟାର ବ୍ୟାଟସମ୍ୟାନକୁ ଦଳରେ ସାମିଲ କଲା ପାକିସ୍ତାନ
Champions Trophy 2025: ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ପାକିସ୍ତାନ ଦଳକୁ ଏକ ବଡ଼ ଝଟକା ଲାଗିଛି କାରଣ ଫଖର ଜମାନ ଆଘାତ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ବାମହାତୀ ବ୍ୟାଟସମ୍ୟାନ୍ ଇମାମ୍-ଉଲ୍-ହକ୍ ଦଳରେ ଯୋଗ ଦେବାକୁ ଯାଉଛନ୍ତି। ଯିଏ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ଏକ୍ସପର୍ଟ ବୋଲି ପରିଚିତ।
Feb 20,2025, 15:48 PM IST
Harsha Richhariya
ହର୍ଷା ରିଛାରିୟା ପୋଲିସକର୍ମୀଙ୍କୁ କଲେ କିସ୍? ଭାଇରାଲ ହେଉଛି ଏହି ଭିଡିଓ, ଜାଣନ୍ତୁ ସତ୍ୟତା
Harsha Richhariya Viral: ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ଦେଖି ପାରିବେ ଯେ ହର୍ଷା କାର ପାଖରେ ଠିଆ ହୋଇଥିବାର ଦେଖାଯାଉଛନ୍ତି ଏବଂ ତାଙ୍କ ପାଖରେ ଜଣେ ପୋଲିସ କର୍ମଚାରୀ ଉପସ୍ଥିତ ଅଛନ୍ତି। ଭିଡିଓଟି ଆଗକୁ ଯେତେବେଳେ ଆଗକୁ ବଢ଼େ ସେତେବେଳେ ହଠାତ୍ ଦୁଇଜଣ ଚୁମ୍ବନ କରିବା ଆରମ୍ଭ କରନ୍ତି।
Feb 20,2025, 14:55 PM IST
Romyanjali Priyadarshini Video
Viral Video: ସୂର୍ଯ୍ୟମୁଖୀ କ୍ଷେତରୁ ଭାଇରାଲ୍ ହେଲା ରୋମାଞ୍ଜଳିଙ୍କ ଏହି ଭିଡିଓ...ଦେଖନ୍ତୁ
Romyanjali Priyadarshini Dance Video: ଆଲବମ୍ ଅଭିନେତ୍ରୀ ରୋମାଞ୍ଜଳି ପ୍ରିୟଦର୍ଶିନୀ ଓଡ଼ିଶାର ଖୁବ ପରିଚିତ। ତାଙ୍କର ଅନେକ ଆଲବମ୍ ହିଟି ହୋଇଛି। ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ୍ ଆକ୍ଟିଭ୍ ଏବଂ ସମୟ ସମୟରେ ନିଜର ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ଏହି ଆଲବମ୍ ଅଭିନେତ୍ରୀଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଥିରେ ସେ ସୂର୍ଯ୍ୟମୁଖୀ କ୍ଷେତରେ ନାଚୁଥିବାର ନଜର ଆସୁଛନ୍ତି।
Feb 19,2025, 23:00 PM IST
Smaranika Priyadarshini Video
ଛାତ ଉପରୁ ଭାଇରାଲ ହେଲା ଯାତ୍ରା ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀଙ୍କ ଏହି ଭିଡିଓ, ଦେଖନ୍ତୁ
Smaranika Priyadarshini Dance Video: ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀ ଓଡ଼ିଶା ଯାତ୍ରା ଜଗତରେ ଖୁବ୍ ପରିଚିତ। ଏହି ଅଭିନେତ୍ରୀ ଓଡ଼ିଆ ଧାରାବାହିକ ଏବଂ କଥାଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି। କହିରଖୁଛୁ ଯେ ଅଭିନେତ୍ରୀ ସ୍ମରଣିକା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ସମୟ ସମୟରେ ସୋସିଆଲ ମିଡିଆରେ ପ୍ରାୟତ ନିଜର ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀଙ୍କ ଏକ ଭିଡିଓ ଭାଇରାଲେ ହେଉଛି। ଯେଉଁଥିରେ ସେ ଗଜରା ଗଭା ବାଲି...ଗୀତରେ ନାଚୁଥିବାର ନଜର ଆସୁଛନ୍ତି।
Feb 19,2025, 22:52 PM IST
ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା, KIIT ମାମାଲର ଅପଡେଟ୍ ସମେତ ପଢନ୍ତୁ ୧୦ ବଡ଼ ଖବର
Top 10 News Headlines: ବୁଧବାର ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଥିଲା। ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Feb 19,2025, 22:05 PM IST
Rekha Gupta Net Worth
କେତେ ସମ୍ଫତ୍ତିର ମାଲିକାଣୀ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା? ଏଠାରେ ଜାଣନ୍ତୁ
Delhi's new CM Rekha Gupta Net Worth: ରେଖା ଗୁପ୍ତା ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଗୁରୁବାର ଦିନ ରାମଲୀଳା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ। ଏଠାରେ ଜାଣନ୍ତୁ ରେଖା ଗୁପ୍ତାଙ୍କ ସମ୍ପତ୍ତି ବିଷୟରେ।
Feb 19,2025, 21:17 PM IST
rekha gupta
ରେଖା ଗୁପ୍ତା କିଏ? ଯିଏ ହେବାକୁ ଯାଉଛନ୍ତି ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ
Rekha Gupta: ବିଜେପି ବିଧାୟକ ଦଳ ବୈଠକରେ ରେଖା ଗୁପ୍ତାଙ୍କୁ ନେତା ଭାବରେ ନିର୍ବାଚିତ କରାଯାଇଛି। ସେ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ହେବେ। ରେଖା ଗୁପ୍ତା ଶାଲିମାର ବାଗ ଆସନରୁ ଜିତି ବିଧାନସଭାରେ ପହଞ୍ଚିଛନ୍ତି।
Feb 19,2025, 20:54 PM IST
delhi new cm
ରେଖା ଗୁପ୍ତା ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ପର୍ବେଶ ବର୍ମା ଉପ-ମୁଖ୍ୟମନ୍ତ୍ରୀ
Delhi New CM: ରେଖା ଗୁପ୍ତା ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ହେବେ। ରେଖା ଗୁପ୍ତା ଶାଲିମାର ବାଗ ଆସନରୁ ବିଧାୟକ ନିର୍ବାଚୀତ ହୋଇଛନ୍ତି। ନୂଆଦିଲ୍ଲୀ ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପରାସ୍ତ କରିଥିବା ପର୍ବେଶ ବର୍ମା ଉପମୁଖ୍ୟମନ୍ତ୍ରୀ ହେବେ। ବିଜେପି ଏହା ଘୋଷଣା କରିଛି।
Feb 19,2025, 20:25 PM IST
SBI Recruitment 2025
ଲିଖିତ ପରୀକ୍ଷା ବିନା SBI ବ୍ୟାଙ୍କରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଏହିପରି କରନ୍ତୁ ଆବେଦନ
SBI Recruitment 2025: ଏସବିଆଇ ବ୍ୟାଙ୍କରେ ୧୧୯୪ ଟି ପଦବୀ ପାଇଁ ଏକ ବମ୍ପର ନିଯୁକ୍ତି ହେଉଛି। ଏହି ଚାକିରି ପାଇଁ କୌଣସି ପ୍ରକାରର ଲିଖିତ ପରୀକ୍ଷା ଦେବାର ଆବଶ୍ୟକତା ନାହିଁ। ଆବେଦନ ପ୍ରକ୍ରିୟା ସମେତ ଜାଣନ୍ତୁ ସବୁକିଛି।
Feb 19,2025, 19:50 PM IST
Horoscope 20 February 2025
୨୦ ଫେବୃଆରୀରେ କିପରି ରହିବ ମେଷ ରାଶିରୁ ନେଇ କନ୍ୟା ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 20 February 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଲେଖାଁଏ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତି ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୨୦ ଫବୃଆରୀ ୨୦୨୫ ହେଉଛି ଗୁରୁବାର। ହିନ୍ଦୁ ଧର୍ମରେ ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା ପାଇଁ ସମର୍ପିତ କରାଯାଇଛି। ତେବେ ଜାଣନ୍ତୁ ୨୦ ଫେବୃଆରୀ ୨୦୨୫ ରେ କେଉଁ ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ରହିବ ଏବଂ କେଉଁ ମାନଙ୍କୁ ଟିକିଏ ସତର୍କ ରହିବାକୁ ପଡିବ।
Feb 19,2025, 19:07 PM IST
Achyuta Samanta
KIIT ମାମଲା ମଧ୍ୟରେ ଭାଇରାଲ୍ ହେଉଛି ଅଚ୍ୟୁତ ସାମନ୍ତଙ୍କ ସହ ପାଣ୍ଡିଆନଙ୍କ ଏହି ପୁରୁଣା ଭିଡିଓ
Achyuta Samanta VK Pandian Video: କିଟ୍ ମାମଲା ମଧ୍ୟରେ ସୋସିଆଲ ମିଡିଆରେ ଅଚ୍ୟୁତ ସାମନ୍ତଙ୍କ ଏକ ପୁରୁଣା ଭିଡିଓ ଜୋରଦାର ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ସେ ଭିକେ ପାଣ୍ଡିଆନଙ୍କ ନଜର ଆସୁଛନ୍ତି। ଏବଂ ପାଣ୍ଡିଆନ୍ ଅଚ୍ୟୁତ ସାମନ୍ତଙ୍କ ଗୁଣଗାନ କରୁଛନ୍ତି।
Feb 19,2025, 18:39 PM IST
Ind vs Ban Playing 11
ପନ୍ତଙ୍କ ସମେତ ବାହାରେ ବସିବେ ଏହି ୪ ଖେଳାଳି, ବାଂଲାଦେଶ ବିପକ୍ଷରେ ଏହା ରହିବ ଭାରତର ପ୍ଲେଇଂ-11
IND vs BAN Playing 11: ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ରେ ପାଞ୍ଚ ଜଣ ବ୍ୟାଟ୍ସମ୍ୟାନ୍, ତିନି ଜଣ ଅଲରାଉଣ୍ଡର ଏବଂ ତିନି ଜଣ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲାଇପାରେ। ବୋଲରଙ୍କ ମଧ୍ୟରେ ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମହମ୍ମଦ ଶାମି ଖେଳିବା ନିଶ୍ଚିତ।
Feb 19,2025, 17:22 PM IST
Mahashivratri 2025
ମହାଶିବରାତ୍ରିରେ ସୃଷ୍ଟି ହେଉଛି ଏକ ବିରଳ ଯୋଗ, ମାଲାମାଲ ହେବେ ଏସବୁ ରାଶି, ଚମକିବ ଭାଗ୍ୟ
Mahashivratri 2025 Rashifal: ହିନ୍ଦୁ ଧର୍ମରେ ମହାଶିବରାତ୍ରି ଦିନକୁ ବହୁତ ବିଶେଷ ଭାବରେ ବିବେଚନା କରାଯାଏ। ଏହି ଦିନ ମହାଦେବଙ୍କୁ ପୂଜା କରିବା ସହିତ ଉପବାସ ରଖିବାର ପରମ୍ପରା ରହି ଆସିଛି। ଫାଲ୍ଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ପାଳିତ ହୁଏ। ଏଥର ମହାଶିବରାତ୍ରି ୨୬ ଫେବୃଆରୀ ୨୦୨୫ ରେ ପାଳନ କରାଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦିନ ଏକ ଅତ୍ୟନ୍ତ ଦୁର୍ଲଭ ଯୋଗ ସୃଷ୍ଟି ହେଉଛି। ଯାହା ଯୋଗୁଁ କିଛି ରାଶି ଭଗବାନ ଶିବଙ୍କ ବିଶେଷ ଆଶୀର୍ବାଦ ପାଇବାକୁ ଯାଉଛନ୍ତି।
Feb 19,2025, 16:38 PM IST
ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଭାରତ, ଜାଣନ୍ତୁ ଉଭୟ ଦଳର ରେକର୍ଡ
IND vs BAN: ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିରେ ନିଜର ଅଭିଯାନ ଆରମ୍ଭ କରିବ। ଗୁରୁବାର ଦିନ, ଭାରତ ଏବଂ ବାଂଲାଦେଶ ଦଳ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁହାଁମୁହିଁ ହେବେ। ତେବେ ଜାଣନ୍ତୁ ଉଭୟ ଦଳର ହେଡ୍ ଟୁ ହେଡ୍ ରେକର୍ଡ।
Feb 19,2025, 15:46 PM IST
Holi 2025
୧୦୦ ବର୍ଷ ପରେ ହୋଲିରେ ହେଉଛି ବିରଳ ସଂଯୋଗ, ଏହି ରାଶିମାନଙ୍କର ଚମକିବ ଭାଗ୍ୟ
Chandra Grahan And Surya Gochar 2025 Rashifal: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବେଳେବେଳେ ଗ୍ରହ ଗୋଚର ଏବଂ ଗ୍ରହଣ ଗୋଟିଏ ସମୟରେ ଘଟେ। ଯାହାର ପ୍ରଭାବ ମାନବ ଜୀବନ ସହିତ ଦେଶ ଏବଂ ବିଶ୍ୱ ଉପରେ ମଧ୍ୟ ଦେଖାଯାଏ। କହି ରଖୁଛୁ ଯେ ଚଳିତ ବର୍ଷ ୧୪ ମାର୍ଚ୍ଚରେ ହୋଲି ଦିନ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଏବଂ ଏହି ଦିନ ଗ୍ରହମାନଙ୍କର ରାଜା, ସୂର୍ଯ୍ୟ ଦେବତା, ମୀନ ରାଶିରେ ପ୍ରବେଶ କରିବେ। ଏପରି ପରିସ୍ଥିତିରେ ହୋଲି ଦିନ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟ ଗୋଚରର ମିଶ୍ରଣ ଏକାସାଙ୍ଗରେ ଘଟିବାକୁ ଯାଉଛି। ଯାହା ଯୋଗୁଁ କିଛି ରାଶିର ଭାଗ୍ୟ ଚମକିପାରେ।
Feb 19,2025, 15:10 PM IST
Kaberi Padhi Video
Kaberi Padhi Video: ଯାତ୍ରା ଅଭିନେତ୍ରୀ କାବେରୀଙ୍କ ଆଉ ଏକ ରୋମାଣ୍ଟିକ୍ ଭିଡିଓ ଭାଇରଲ୍
Kaberi Padhi Dance Video: ଓଡ଼ିଆ ଯାତ୍ରା ଜଗତର କାବେରୀ ପାଢୀ ହେଇଛନ୍ତି ଜଣେ ଚର୍ଚ୍ଚିତ ଅଭିନେତ୍ରୀ । ସେ ନିଜର ନିଆରା ଅଭିନୟ ମାଧ୍ୟମରେ ଓଡ଼ିଶାର ଯାତ୍ରା ପ୍ରେମୀଙ୍କର ଖୁବ୍ ପ୍ରିୟ। କହି ରଖୁଛୁ ଅଭିନେତ୍ରୀ କାବେରୀ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ। ଏହା ସମେତ ସେ ନିଜ ପ୍ରଶଂସକଙ୍କ ପାଇଁ ବିଭିନ୍ନ ଫଟୋ ଏବଂ ଭିଡିଓ ସମୟ ସମୟରେ ସେୟାର କରିଥାନ୍ତି। ବର୍ତ୍ତମାନ ତାଙ୍କର ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଥିରେ ସେ ଏକ ରୋମାଣ୍ଟିକ୍ ଗୀତରେ ନାଚୁଥିବାର ନଜର ଆସୁଛନ୍ତି।
Feb 18,2025, 23:26 PM IST
Budh yam yuti 2025
ବୁଧ ଏବଂ ଯମ କରୁଛନ୍ତି ସଂଯୋଗ, ଏସବୁ ରାଶିଙ୍କ ପାଇଁ ଆରମ୍ଭ ହେବ ଭଲ ଦିନ
Budh Yam Yuti 2025 Rashifal: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କର ରାଜକୁମାର ବୁଧ ଏକ ନିର୍ଦ୍ଦିଷ୍ଟ ସମୟ ପରେ ନିଜର ରାଶି ପରିବର୍ତ୍ତନ କରନ୍ତି। ଯାହା ଦ୍ଵାରା ଏହା ଗୋଟିଏ କିମ୍ବା ଅନ୍ୟ ଗ୍ରହ ସହିତ ଏକ ସଂଯୋଗ କିମ୍ବା ଦିଗ ଗଠନ କରେ। କହି ରଖୁଛୁ ଯେ ୨୯ ଜୁନ୍ ସକାଳ ୬:୨୫ ରେ ବୁଧ ଏବଂ ଯମ ପରସ୍ପର ସହିତ ମୁହାଁମୁହିଁ ହେବେ। ଏହା ଯୋଗୁଁ ପ୍ରତିଯୁତି ଯୋଗ ସୃଷ୍ଟି ହେଉଛି। ଏପରି ପରିସ୍ଥିତିରେ ବୁଧ-ଯମଙ୍କ ଦ୍ୱାରା ଗଠିତ ପ୍ରତିଯୁତି ଯୋଗ କିଛି ରାଶିର ଲୋକଙ୍କ ପାଇଁ ଭାଗ୍ୟବାନ ପ୍ରମାଣିତ ହୋଇପାରନ୍ତି।
Feb 18,2025, 22:44 PM IST
KIIT ମାମଲାରେ ପାଞ୍ଚ ଜଣ ଗିରଫ୍, ମହାକୁମ୍ଭକୁ ନେଇ ମମତାଙ୍କ ବିବାଦୀୟ ବୟାନ, ୧୦ ବଡ଼ ଖବର
Top 10 News Headlines: KIIT ମାମଲାରେ ମଙ୍ଗଳବାର ଦିନ ତିନି ଜଣ ଅଫିସ୍ କର୍ମଚାରୀ ଏବଂ ଦୁଇ ଜଣ ସୁରକ୍ଷାକର୍ମୀ ସମେତ ପାଞ୍ଚ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି। । ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Feb 18,2025, 21:57 PM IST
Horse Dancing
Horse Dance: ଦୁଇ ଗୋଡରେ ଠିଆ ହୋଇ ବ୍ରେକ୍ ଡ୍ୟାନ୍ସ କଲା ଘୋଡା, ଭିଡିଓ ଦେଖି ଉଡିଯିବ ହୋସ!
Horse Dancing Video: ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡଓ ଭାଇରାଲ୍ ହୋଇଥାଏ । ଏହି କ୍ରମରେ ବର୍ତ୍ତମାନ ଏକ ଘୋଡା ଡ୍ୟାନ୍ସ କରୁଥିବାର ଭିଡ଼ିଓ ଜୋରଦାର ଭାଇରାଲ ହେଉଛି। ଏହି ଭିଡିଓରେ ଏକ ଘୋଡା ନିଜର ଦୁଇ ଗୋଡରେ ସୁନ୍ଦର ଭାବରେ ନାଚୁଥିବାର ନଜର ଆସୁଛି। ଏଠାରେ ଦେଖନ୍ତୁ ଏହି ଡ୍ୟାନ୍ସ ଭିଡିଓ-
Feb 18,2025, 20:39 PM IST
Mamata Banerjee
ବିଧାନସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବାଦୀୟ ବୟାନ, କହିଲେ- ମହାକୁମ୍ଭ ପାଲଟିଛି 'ମୃତ୍
CM Mamata Banerjee: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବାଦୀୟ ବୟାନ ଦେଇଛନ୍ତି। ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରି ସେ ବେଙ୍ଗଲ ବିଧାନସଭାରେ କହିଛନ୍ଚି ଯେ ମହାକୁମ୍ଭ ଏବେ 'ମୃତ୍ୟୁ କୁମ୍ଭ'ରେ ପରିଣତ ହୋଇଛି।
Feb 18,2025, 19:54 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.