Chhi Chhi Chhi re nani song: ଛି ଛି ଛି ରେ ନନି'' ଏ ଗୀତ ଏବେ ଚାରିଆଡେ ଭାଇରାଲ। ଛୁଆ ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଓ ରିଲରେ ଏବେ ଏ ଗୀତ ଦେଖିବାକୁ ମିଳୁଛି।
ଛି ଛି ଛି ରେ ନନି'' ଏ ଗୀତ ଏବେ ଚାରିଆଡେ ଭାଇରାଲ। ଛୁଆ ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଓ ରିଲରେ ଏବେ ଏ ଗୀତ ଦେଖିବାକୁ ମିଳୁଛି।
୨୦୦୪ ମସିହାରେ ଭିଡିଓଗ୍ରାଫି ହୋଇଥିବା ଏହି ଦେଶିଆ ଗୀତଟିକୁ ୧୯୯୫ ମସିହାରେ ବାଲିଫୁଲ CDରେ ଗାଇଥିଲେ ଓ ସଂଗୀତ ନିର୍ଦେଶନା ଦେଇଥିଲେ ସ୍ବର୍ଗତ ସତ୍ୟ ଅଧିକାରୀ। ଲିଙ୍କ୍ ଉପରେ କ୍ଲିକ୍ କରି ଦେଖନ୍ତୁ ଅଭିନେତାଙ୍କ ଏହି ଭିଡିଓ....
ଆଗରୁ ଟିକେ ଭାଇରାଲ ହେଇଥିଲେ ଜୀବନ ବଦଳି ଯାଇଥାନ୍ତା ବୋଲି କହିଛନ୍ତି ଅଭିନେତା ବିଭୁତି ଭୂଷଣ ବିଶ୍ୱାଳ। ଲିଙ୍କ୍ ଉପରେ କ୍ଲିକ୍ କରି ଦେଖନ୍ତୁ ଅଭିନେତାଙ୍କ ଏହି ଭିଡିଓ....
ट्रेन्डिंग फोटोज़