Viral Video: ଅନେକ ସମୟରେ ପଶୁପକ୍ଷୀମାନେ ମଣିଷକୁ ଆକ୍ରମଣ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଏପରି ଏକ ଦୃଶ୍ୟ ମୋବାଇଲ୍ କ୍ୟାମେରାରେ କଏଦ ହୋଇଛି ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ମହିଳା ଏକ ବ୍ରିଜ୍ ରାସ୍ତାରେ ଯାଉଥିବା ସମୟରେ ମାଙ୍କଡଟିଏ ପଛପଟୁ ଜୋରରେ ଧକ୍କା ଦେଇ ଆଗକୁ ଚାଲିଯାଉଛି । ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.