Advertisement
Videos Details/odisha/zeeodisha2113202
Video ThumbnailPlay icon

Super Special Hospital: ଲୋକାର୍ପଣ ହେବ ୩୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ସୁପର ସ୍ପେସିଆଲ ବ୍ଲକ ହସ୍ପିଟାଲ

ଏପ୍ରିଲ ରେ ଲୋକାର୍ପଣ ହେବ ୩୦୦ ଶଯ୍ୟା ବିଶିଷ୍ଟ ବୁର୍ଲା ଭୀମସାର ର ଅତ୍ୟାଧୁନିକ ସୁପର ସ୍ପେସିଆଲ ବ୍ଲକ ହସ୍ପିଟାଲ |ସୂଚନା ଦେଲେ ଭୀମସାର ର ନିର୍ଦେଶକ ଭାବଗ୍ରାହୀ ରଥ | କୋଠା ନିର୍ମାଣ ପ୍ରାୟତଃ ଶେଷ ହୋଇଥିବା ବେଳେ ଆନୁସଙ୍ଗିକ ସରଞ୍ଜାମ ର ବ୍ୟବସ୍ଥା ଚାଲୁ ରହିଥିବା କହିଥିଲେ ନିର୍ଦେଶକ | ମାର୍ଚ୍ଚ ମାସ ସୁଦ୍ଧା କୋଠା ଟି ସମ୍ପୂର୍ଣ ରୂପେ କାର୍ଯ୍ୟକ୍ଷମ ହେବା ପାଇଁ ହସ୍ତାନ୍ତର କରାଯିବାର କାର୍ଯ୍ୟକ୍ରମ ରହିଛି | ସେ ସବୁ ଦିଗକୁ ଦୃଷ୍ଟି ରେ ରଖି ସମସ୍ତ ବିଭାଗ ର ଆବଶ୍ୟକୀୟ ସରଞ୍ଜାମ ର ବ୍ୟବସ୍ଥା ପୂରଣ କରାଯାଉଛି | ସାଧାରଣ ନିର୍ବାଚନ କିମ୍ବା ସେମିତି କିଛି ଅସୁବିଧା ନ ହୁଏ ତା ହେଲେ ଏପ୍ରିଲ ରେ ଏହି ସୁପର ସ୍ପେସିଆଲ ବ୍ଲକ ଟି ଜନସାଧାରଣ ଙ୍କ ଉଦ୍ୟେଶ୍ୟ ରେ ଲୋକାର୍ପଣ ହେବ ବୋଲି କହିଛନ୍ତି ଭୀମସାର ନିର୍ଦେଶକ | ଏପଟେ ସ୍ଥାନୀୟ ଜନସାଧାରଣ ଙ୍କ ସହ ଡାକ୍ତର ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି |
Video: ନବ ଦମ୍ପତ୍ତିଙ୍କୁ ମିଳିଲା ନିଆରା ଗିଫ୍ଟ, ଭିଡିଓ ଭାଇରାଲ୍
Play icon00:53
Video: କାନ୍ଦି କାନ୍ଦି ମନର କଥା କହିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଶୁଣନ୍ତୁ
Play icon03:14
Meera Parida: ହସ୍ପିଟାଲରେ ହାଇଡ୍ରାମା, ଭାଇରାଲ ହେଲା କିନ୍ନର ସମାଜସେବୀ ମୀରା ପରିଡ଼ାଙ୍କ ଭିଡିଓ
Play icon01:30
Varsha Priyadarshini: ଏପଟେ କାନ୍ଦିଲେ ଜାଗ୍ରତି, ସେପଟେ କାହା ହାତ ଧରି ଚାଲିଲେ ଅଭିନେତ୍ରୀ ବର୍ଷା
Play icon01:18
Odisha Weather: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡ଼ ବର୍ଷା ସମ୍ଭାବନା, ୯ ଜିଲ୍ଲାକୁ ଜାରି ହେଲା ଅରେଞ୍ଜ ଆଲର୍ଟ
Play icon02:03
ଯାତ୍ରାରଙ୍ଗମହଲ ମଞ୍ଚରେ ଗୀତ ଗାଉଥିଲେ ଗାୟକ, ପହଞ୍ଚିଲେ ମା, ଆଉ ତାପରେ...
Play icon00:53
Video: ବେଳାଭୂମିରୁ ଭାଇରାଲ ହେଲା ଏହି ଭିଡିଓ
Play icon00:18
Puri Crime Video: ପୁରୀ ବଳଗଣ୍ଡି ଛକରେ ଆତଙ୍କ, ଲୋକଙ୍କ ସାମ୍ନାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
Play icon01:16
Viral Video: ଗାଁ ଦାଣ୍ତ ମଝିରେ ଏମିତି କିଛି କଲେ ଅଭିନେତ୍ରୀ ବିଶ୍ବରୂପା, ଭାଇରାଲ୍ ହେଲା ଏହି ଭିଡିଓ
Play icon00:50
Viral Video: ବିଲ ମଝିରୁ ଭାଇରାଲ୍ ହେଲା ଅଭିନେତ୍ରୀ କାବେରୀଙ୍କ ଏହି ଭିଡିଓ, ଦେଖନ୍ତୁ...
Play icon00:50
Viral Video: ବିବାହ ବନ୍ଧନରେ ବାନ୍ଧି ହେଲେ 'ତୁ ମୋ ଆଖିର ତାରା'ର ଅଭିନେତା ଦେବ୍, ଭାଇରାଲ୍ ହେଲା ଭିଡିଓ
Play icon00:57
Prakruti Mishra Video: ପୁଣି ଥରେ ଅଭିନେତା ବାବୁଶାନଙ୍କ ପ୍ରେମରେ ପଡିଲେ କି ପ୍ରକୃତି? ଭାଇରାଲ୍ ହେଲା ଏହି ଭିଡିଓ
Play icon00:57
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:21
Video: ଅଭିନେତ୍ରୀ ଜସ୍ମୀନ ରଥଙ୍କ ଏହି ଭିଡିଓ ଜୋରଦାର ହେଉଛି ଭାଇରାଲ୍, ଏଠାରେ ଦେଖନ୍ତୁ
Play icon00:26
Video: ହଟ୍ ଆନ୍ଦାଜରେ ନଜର ଆସିଲେ ଅଭିନେତ୍ରୀ ଶୀତଲ, ଭାଇରାଲ ହେଉଛି ଏହି ଭିଡିଓ
Play icon00:27
Weather Report:  ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ଏହି ସବୁ ଜିଲ୍ଲାରେ ବର୍ଷା ଆଶଙ୍କା! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..
Play icon05:05
Cows attendance: ଗାଈମାନଙ୍କର ହାଜରୀ ନେଲେ ଯୁବକ, ଏପରି ଜବାବ ଦେଲେ ପଶୁ, ଦେଖନ୍ତୁ ଭିଡିଓ
Play icon01:30
Video: କିଟ୍ ମାମଲାରେ ଦୁଃଖ ପ୍ରକାଶ କଲା ବୈଦେଶିକ ମନ୍ତ୍ରଣାଳୟ
Play icon01:53
Video: ମାର୍କେଟ୍ ଘାଣ୍ଟିଲେ ଏହି ଆଇଟମ ଡ୍ୟାନ୍ସର, ତଡକେଦାର ଭିଡିଓ ଭାଇରାଲ୍
Play icon00:50
Achyuta Samanta Video: ହାଜର ହେଲେ ଅଚ୍ୟୁତ ସାମନ୍ତ, କିଟ୍ ପ୍ରସଙ୍ଗରେ ଜେରା କରିବ ବିଜେପି ସରକାର
Play icon00:46
Video: କିଏ ଭାଙ୍ଗିଲା ସ୍କୁଲ ପ୍ରେମିକଙ୍କ ହୃଦୟ ? ବନେଇଲେ ଏମିତି ରିଲ୍ସ
Play icon00:45
Video: ନଦୀକୂଳରୁ ଭାଇରାଲ ହେଲା ଖୁସବୁଙ୍କ ଭିଡିଓ
Play icon00:20
Video: ଏମିତି ରୋଷଣୀ ଆପଣ କେବେ ଦେଖିନଥିବେ, ନାଚିକି ଧୂଳି ଉଡାଇଲେ ଟୋକା
Play icon00:50
KIIT Student Death Video: ଏପରି କହିଲେ ନେପାଳୀ ଛାତ୍ରୀଙ୍କୁ କ୍ୟାମ୍ପସ୍ ଛାଡ଼ିବାକୁ ନାଲିଆଖି ଦେଖାଇଥିବା ମହିଳା ଜୟନ୍ତୀ ନାଥ..
Play icon02:14
Congress leader misbehaving Video:
Play icon00:48
Video: ମହାକୁମ୍ଭରେ ଏମିତି ହରକତ କଲେ ଓଡ଼ିଆ ଯୁବକ, ଭିଡିଓ ଭାଇରାଲ୍
Play icon00:34
odia Actress Lipi: ଅଭିନେତ୍ରୀ ଲିପିଙ୍କର ଆଉ ଏକ ଭିଡିଓ ଭାଇରାଲ
Play icon00:30
Viral Video: କଂଗ୍ରେସକୁ ଫେରିବା ପରେ ସୁରଙ୍କର ଭାଇରାଲ ହେଉଛି ପୁରୁଣା ଭିଡିଓ
Play icon00:36
Matric Exam: ଅଧା ରାହିଗଲା ମ୍ୟାଟ୍ରିକ ପରୀକ୍ଷା, ସେଣ୍ଟରରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଛାତ୍ରଙ୍କ ଜୀବନ...
Play icon00:53
Viral Video: ସୋସିଆଲ୍ ମିଡି଼ଆରେ ଭାଇରାଲ୍ ହେଉଛି ଶାଶୂ-ବୋହୂଙ୍କ ଏପରି ଭିଡିଓ, ଦେଖିଲେ ହେଉନାହିଁ ବିଶ୍ୱାସ...
Play icon00:44