Advertisement
Videos Details/odisha/zeeodisha2461766
Video ThumbnailPlay icon

Jatra Actress Video: କାନି ପତେଇ କାନ୍ଦି କାନ୍ଦି ଭିକ ମାଗିଲେ ଅଭିନେତ୍ରୀ, ଭିଡିଓ ଭାଇରାଲ

Jatra Actress Video: ଏବେ ସାରା ରାଜ୍ୟର କୋଣ ଅନୁକୋଣରେ ଚାଲିଛି ଅପେରା ନାଇଟ୍। ପ୍ରତିଟି ଜିଲ୍ଲାରେ ବଡ଼ ବଡ଼ ଯାତ୍ରା ପାର୍ଟି ନିଜର ଅପେରା ଖୋଲିଛନ୍ତି । ଆଉ ଏହାକୁ ଦେଖିବାକୁ ରାତି ରାତି ଅନିଦ୍ରା ହୋଇ ଦର୍ଶକ ଯାତ୍ରାବହି ଦେଖିବାକୁ ଭିଡ଼ ଲଗାଉଛନ୍ତି । ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଯାତ୍ରା ଅଭିନେତ୍ରୀ ନିଜ ଚରିତ୍ରରେ ଏମିତି ରହିଛନ୍ତି ଯାହାକୁ ଦେଖି ସେଠାକାର ଦର୍ଶକ କାନ୍ଦି ଉଠିଛନ୍ତି। କାନି ପତେଇ ଯାତ୍ରା ଅଭିନେତ୍ରୀ ଦର୍ଶକଙ୍କ ଆଡକୁ ଦେଖି ଭିକ ମାଗୁଥିବା ଦେଖାଦେଇଛି। ଏହି ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓଟି ଶିବାନୀ ଗଣନାଟ୍ୟର ବୋଲି କୁହାଯାଉଛି।
Odia Actress Usasi Mishra Video: ଦୀର୍ଘ ଦିନ ପରେ ଭାଇରାଲ ହେଲା ବରିଷ୍ଠ ଅଭିନେତ୍ରୀ ଉଷଶୀଙ୍କ ଭିଡିଓ
Play icon00:38
Ipsita Mohanty Video: ଝିଅ ସହିତ ଅଭିନେତ୍ରୀ ଇପ୍ସିତାଙ୍କ ଭିଡିଓ ଭାଇରାଲ
Play icon00:30
Nainaa Dash Video: ସୁଇମିଂ ପୁଲ୍ ରୁ ଭାଇରାଲ ହେଉଛି ଓଡ଼ିଆ ଅଭିନେତ୍ରୀ ନୈନା ଦାସଙ୍କ ଏହି ଭିଡିଓ...
Play icon00:45
Antara Chakrabarti Video: ସ୍ୱୟମଙ୍କ ସହିତ ନଜର ଆସିଲେ ଅନ୍ତରା, ଭିଡିଓ ହେଲା ଭାଇରାଲ
Play icon00:31
Elina Dash Video: ଶୁନଶାନ ସ୍ଥାନରୁ ଏହି ରାଜନେତ୍ରୀଙ୍କ ଭିଡିଓ ଭାଇରାଲ
Play icon00:31
Odia TV Actress Rally Nanda: ଦୀର୍ଘ ଦିନ ପରେ ନଜର ଆସିଲେ ଅଭିନେତ୍ରୀ ରାଲି, ଭାଇରାଲ ହେଉଛି ଭିଡିଓ
Play icon00:30
Srimandir: ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon05:18
IND Vs PAK Match Video: ଭାରତର ମହାବିଜୟ ପରେ ପାକିସ୍ତାନରୁ ଭାଇରାଲ ହେଉଛି ଏହି ଭିଡିଓ...
Play icon00:56
Video: ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ପ୍ରେମିକ ବିକ୍ରମ ସାଜିଲେ ବର, ଦେଖନ୍ତୁ ଦୃଶ୍ୟ
Play icon00:52
Video: ଧାନ ଖଳାରେ ରୂପା କରୁଥିଲେ ଏହିକାମ, ଭିଡିଓ ବନେଇଦେଲେ ପିଣ୍ଟୁ
Play icon00:27
Elina Samantray Video: ଶାଢୀ ପିନ୍ଧି ଷ୍ଟେଜ୍ ରେ ଧମାକାଦାର ଡ୍ୟାନ୍ସ, ଭାଇରାଲ ହେଲା ଏଲିନାଙ୍କ ଭିଡିଓ
Play icon01:07
Video: ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Play icon00:50
Rani Panda New Video: ପ୍ରେମିକ ବିକ୍ରମ ଦେଇଥିବା ସବୁ ଗିଫ୍ଟସ୍ କୁ ଜାଳି ଶୁଦ୍ଧି ହେଲେ ରାଣୀ ପଣ୍ଡା
Play icon01:13
Weather Report: ଆହୁରି ଦୁଇ ଦିନ ବର୍ଷିବ ! ଆଜି ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
Play icon03:16
Video: ମଣିଷ ପଶୁର ନିଆରା ବନ୍ଧୁତ୍ୱ, ଥରୁଟିଏ ଦେଖନ୍ତୁ ଏହି ଭିଡିଓ
Play icon00:28
Bharti Singh: ବଲିଉଡରେ ବି ଛାଇଗଲା ଛି ଛି ଛିରେ ନନୀ ଛି...ଭାରତୀ କଲେ ମଜାଦାର ରିଲ୍ସ
Play icon01:08
Video: ଯୁବକ ଯୁବତୀଙ୍କ ଅଜବ ହରକତ, ମେଟ୍ରୋ ଭିତରୁ ଭିଡିଓ ଭାଇରାଲ୍
Play icon00:21
odia Actress Romyanjali: ସ୍କୁଲ ଛାତ୍ରୀଙ୍କ ବେଶରେ ନଜର ଆସିଲେ ଅଭିନେତ୍ରୀ ରୋମ୍ୟାଞ୍ଜଳୀ
Play icon00:24
odia Actress Neha Nageswari: ଏହି ଯୁବକଙ୍କ ସହ ନଜର ଆସିଲେ ଅଭିନେତ୍ରୀ ନେହା ନାଗେଶ୍ୱରୀ, ଭାଇରାଲ ହେଉଛି ଭିଡ଼ିଓ
Play icon00:31
odia Actress Sheetal: ନଦୀ କୂଳରୁ ଭାଇରାଲ ହେଲା ଅଭିନେତ୍ରୀ ଶୀତଲଙ୍କ ଭିଡିଓ
Play icon00:20
Video: ନବ ଦମ୍ପତ୍ତିଙ୍କୁ ମିଳିଲା ନିଆରା ଗିଫ୍ଟ, ଭିଡିଓ ଭାଇରାଲ୍
Play icon00:53
Video: କାନ୍ଦି କାନ୍ଦି ମନର କଥା କହିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଶୁଣନ୍ତୁ
Play icon03:14
Meera Parida: ହସ୍ପିଟାଲରେ ହାଇଡ୍ରାମା, ଭାଇରାଲ ହେଲା କିନ୍ନର ସମାଜସେବୀ ମୀରା ପରିଡ଼ାଙ୍କ ଭିଡିଓ
Play icon01:30
Varsha Priyadarshini: ଏପଟେ କାନ୍ଦିଲେ ଜାଗ୍ରତି, ସେପଟେ କାହା ହାତ ଧରି ଚାଲିଲେ ଅଭିନେତ୍ରୀ ବର୍ଷା
Play icon01:18
Odisha Weather: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡ଼ ବର୍ଷା ସମ୍ଭାବନା, ୯ ଜିଲ୍ଲାକୁ ଜାରି ହେଲା ଅରେଞ୍ଜ ଆଲର୍ଟ
Play icon02:03
ଯାତ୍ରାରଙ୍ଗମହଲ ମଞ୍ଚରେ ଗୀତ ଗାଉଥିଲେ ଗାୟକ, ପହଞ୍ଚିଲେ ମା, ଆଉ ତାପରେ...
Play icon00:53
Video: ବେଳାଭୂମିରୁ ଭାଇରାଲ ହେଲା ଏହି ଭିଡିଓ
Play icon00:18
Puri Crime Video: ପୁରୀ ବଳଗଣ୍ଡି ଛକରେ ଆତଙ୍କ, ଲୋକଙ୍କ ସାମ୍ନାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
Play icon01:16
Viral Video: ଗାଁ ଦାଣ୍ତ ମଝିରେ ଏମିତି କିଛି କଲେ ଅଭିନେତ୍ରୀ ବିଶ୍ବରୂପା, ଭାଇରାଲ୍ ହେଲା ଏହି ଭିଡିଓ
Play icon00:50
Viral Video: ବିଲ ମଝିରୁ ଭାଇରାଲ୍ ହେଲା ଅଭିନେତ୍ରୀ କାବେରୀଙ୍କ ଏହି ଭିଡିଓ, ଦେଖନ୍ତୁ...
Play icon00:50