Rachna Banerjee Viral Video: ଓଡିଆ ଅଭିନେତ୍ରୀ ରଚନା ବାନାର୍ଜୀ। ୯୦ ଦଶକର ଏହି ଅଭିନେତ୍ରୀଙ୍କ ଅଭିନୟକୁ ଆଜିବି ଭୁଲି ନାହାଁନ୍ତି ଲୋକେ। ରଚନା -ସିଦ୍ଧାନ୍ତଙ୍କ ଯୋଡିକୁ ଖୁବ୍ ପସନ୍ଦ କରୁଥିଲେ ଲୋକେ। ଏକାଧିକ ଫିଲ୍ମରେ ଅଭିନୟ କରି ଲୋକଙ୍କ ହୃଦୟ କିଣିଛନ୍ତି ରଚନା। ତେବେ,ଏହାରି ଭିତରେ ତାଙ୍କର ଏକ ଭିଡିଓ କ୍ଲବ୍ ଭିତରୁ ଭାଇରାଲ୍ ହୋଇଛି। ତାହା ପୁଣି ରୋମାଣ୍